ରାଜ୍ୟ

ହତ୍ୟା ମାମଲା : ଛାତ୍ର ବିଜେଡି ନେତା ଗିରଫ – Ibnodisha

[ad_1]

ପାରଳାଖେମୁଣ୍ଡି : କରଣସାହି ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲା । ମାଷ୍ଟରମାଇଣ୍ଡି ଅମିତ ପଟ୍ଟନାୟକ ସହିତ ୩ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଅମିତ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଥିବା ସୂତନା । ୨୪ ଗ୍ରାମ ସୁନା, ୪ ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଗାଡି ଜବତ । ଚୋରି ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଥିବା ଗଜପତି ଏସ୍‌ପିଙ୍କ ସୂଚନା ।

ଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button