ରାଜ୍ୟ
ଓଡିଶାର ବିକାଶ ପାଇଁ କିଛି ଲୋକଙ୍କ ଇଚ୍ଛା ନାହିଁ : ଅଶ୍ୱିନୀ ବୈଷ୍ଣବ – Ibnodisha

[ad_1]
ନୀଳଗିରି : ନୀଳଗିରିରୁ ଟ୍ରନ୍ ଗଡିବା ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତବ୍ୟ । ପୂର୍ବତନ ଦୁଇ କଂଗ୍ରସ ମନ୍ତ୍ରୀଙ୍କୁ ସମାଲୋଚନା କଲେ ଅଶ୍ୱିନୀ । କାହ୍ନୁ ଲେଙ୍କା ଓ ଶ୍ରୀକାନ୍ତ ଜେନାଙ୍କୁ ସମାଲୋଚନା କଲେ ବୈଷ୍ଣବ । ଉଭୟଙ୍ର ଯଦି କରିବାର ଇଚ୍ଚା ଥାଆନ୍ତା, କରି ନଥାନ୍ତେ କି ? କିଛି ଲୋକ ଅଛନ୍ତି, ଯାହାର ଇଚ୍ଛା ଶକ୍ତି ଓଡିଶାର ବିକାଶ ପାଇଁ ଜମା ନାହିଁ । ଓଡିଶାର ବିକାଶ ପାଇଁ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ସକଳ୍ପ ନଇଛନ୍ତି । ମୋଦି ଯାହା ସ୍ୱପ୍ନ ଦଖନ୍ତି , ତାକୁ ସାକାର କରନ୍ତି ।
[ad_2]




