IBN ଓଡ଼ିଶା ବ୍ୟୁରୋ

କେବଳ ଏହି ଗୋଟିଏ ଉପାୟ କରି ଦେଖନ୍ତୁ ପାରା ହିଁ ଆପଣଙ୍କୁ କରିଦେବ ଧନୀ

ବନ୍ଧୁଗଣ ପକ୍ଷୀ ମାନେ ବହୁତ ଚଞ୍ଚଳ ହୋଇଥାନ୍ତି । ହେଲେ ସେହି ସବୁ ପକ୍ଷୀ ମାନଙ୍କ ମଧ୍ୟରୁ ପାରା ଏତେ ଚଞ୍ଚଳ ହୋଇନଥାଏ । ବଂର ପାରା ବହୁତ ଶାନ୍ତ ପକ୍ଷୀଟିଏ ହୋଇଥାଏ । ତେଣୁ ପାରା ମାନଙ୍କୁ ଶାନ୍ତିର ପ୍ରତୀକ ବୋଲି ମନା ଯାଇଥାଏ । ପାରା ନିଜ ଜୀବନସାଥିକୁ ବହୁତ ଅଧିକ ଭଲ ପାଇଥାଏ । ପାରା ମାନଙ୍କୁ ଦାନା ଖୁଆଇବା ବହୁ ଲୋକଙ୍କର ପସନ୍ଦ ହୋଇଥାଏ । ପାରା ମାନଙ୍କୁ ଦାନା ଖୁଆଇବା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି । କାରଣ ପାରା ମାନେ ମା’ ଲକ୍ଷ୍ମୀଙ୍କର ଭକ୍ତ ଅଟନ୍ତି ।

ଘରେ ପାରା ଆଗମନକୁ ବହୁତ ଶୁଭ ମନାଯାଇଥାଏ । କାରଣ ଘରକୁ ପାରାର ଆଗମନକୁ ମା’ ଲକ୍ଷ୍ମୀଙ୍କର ଆଗମନ ବୋଲି ମନା ଯାଇଥାଏ । ତେବେ ଏହି ପାରା ମାନେ କୌଣସି ବ୍ୟକ୍ତିଙ୍କର ବି ଭାଗ୍ୟ ବଦଳାଇ ଦେଇପାରିବେ । କାରଣ ପାରା ବହୁତ ଶୁଭର ପ୍ରତୀକ ଅଟନ୍ତି । ତେଣୁ ପାରାକୁ ନିହାତି ଭାବେ ଦାନା ଖୁଆଇବା ଉଚିତ । ଘରକୁ ଯେତେ ସଂଖ୍ୟକ ପାରା ମାନେ ଆସିବେ । ସେତେ ହିଁ ଆପଣଙ୍କ ଘର ପାଇଁ ବହୁତ ଭଲ ହୋଇଥାଏ ।

ହେଲେ ପାରା ମାନଙ୍କୁ ଘରେ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ । ନଚେତ ଏହାର ବିପରୀତ ପରିଣାମ ଦେଖିବାକୁ ମିଳିଥାଏ । ପାରାକୁ ଦାନା ଦେବା ଏକ ମହତ କାମ ହେଲେ ବି ଏଥିରେ କିଛି ସାବଧାନୀର ଆବଶ୍ୟକତା ପଡିଥାଏ । ପାରା ମାନଙ୍କୁ ଘରର ଛାତ ଉପରେ ଦାନା ନଦେଇ ଘରର ଅଗଣାରେ ଦାନା ଦେବା ଉଚିତ ।

କାରଣ ଜ୍ଯୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ ପାରା ହେଉଛି ବୁଧ ଓ ଛାତ ଅଟେ ରାହୁ । ଅଧିକାଂଶ ଲୋକେ ଯେତେବେଳେ ଛାତ ଉପରେ ଦାନା ଦେଇଥାନ୍ତି । ପାରା ମାନେ ଛାତ ଉପରକୁ ଦାନା ଖାଇବାକୁ ଆସିଥାନ୍ତି । ଯାହା ଦ୍ଵାରା ବୁଧ ଓ ରାହୁଙ୍କର ମେଳ ହୋଇଯାଇଥାଏ । ହେଲେ ପାରା ମାନେ ତ ଛାତ ଉପରେ ଦାନା ଖାଇଚାଲିଯାଇଥାନ୍ତି ।

ହେଲେ ପାରା ମାନେ ଦାନା ଖାଇବା ମଧ୍ୟରେ ଛାତକୁ ପୁରା ଅପରିଷ୍କାର କରିଦେଇଥାନ୍ତି । ଯେଉଁ କାରଣରୁ ରାହୁ ଅର୍ଥାତ ଛାତ ଖରାପ ହୋଇଯାଇଥାଏ । ଯାହାର ଖରାପ ପରିଣାମ ସେହି ଘରର ବ୍ୟକ୍ତିଙ୍କୁ ଭୋଗିବାକୁ ପଡିଥାଏ । ବ୍ୟକ୍ତିର ମୁଣ୍ଡକୁ ସବୁ ଖରାପ ବୁଦ୍ଧି ଆସିଥାଏ । ଯଦି ଛାତ ଉପରେ ଦାନା ଖାଇବାକୁ ଦେଉଥାନ୍ତି । ତେବେ ପାରା ଦାନା ଖାଇସାରିବା ପରେ ଛାତକୁ ଧୋଇ ପରିଷ୍କାର କରି ଦିଅନ୍ତୁ । ଏହା ଛଡା କୌଣସି ବ୍ୟକ୍ତିର ସିଡି ଓ ଗାଧୁଆ ଘର ପାଖାପାଖି ରଖିବା ଉଚିତ ନୁହେଁ । ନଚେତ ଏହା ଦ୍ଵାରା ମଧ୍ୟ ବ୍ୟକ୍ତିର ଦୁର୍ଭାଗ୍ୟ ଆସିଥାଏ

 

Related Articles

Leave a Reply

Your email address will not be published. Required fields are marked *

Back to top button