ରାଜ୍ୟ
ଝାଡାବାନ୍ତିରେ ୫୦ ଆକ୍ରାନ୍ତ – Ibnodisha

[ad_1]
ଯାଜପୁର : ଝାଡାବାନ୍ତିରେ ୫୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । କୋରେଇ ବ୍ଲକ୍ ରାଧାନଗରପାଟଣା ଗାଁରେ ଝାଡାବାନ୍ତିିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଯାଜପୁର ରୋଡ , ଜିଲ୍ଲା ହସ୍ପିଟାଲ , କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍ ।
ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
[ad_2]