ରାଜ୍ୟ
ଗୁଳି ବିନିମୟ : ଜଣେ ମାଓବାଦୀ ମୃତ – Ibnodisha

[ad_1]
ଛତିଶଗଡ : ଛତିଶଗଡରେ ଗୁଳି ବିନିମୟ ବେଳେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଛତିଶଗଡ ସୁକ୍ମା ବୁର୍କାଲଙ୍କା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ।
[ad_2]