ରାଜ୍ୟ

କାଲିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟସଭାର ତୃତୀୟ ସିଟ୍ ପାଇଁ ବଢି ଚାଲିଛି ସସ୍‌ପେନ୍ସ । ସସ୍‌ପେନ୍ସକୁ ବଳ ଦେଲା ଅଶ୍ୱିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ । ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ । କାଲିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ । ଅଶ୍ୱିନୀଙ୍କ ଆସନ୍ତା କାଲିର କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ରହିଛି । ତେବେ ୧୫ ତାରିଥରେ ଅଶ୍ୱିନୀଙ୍କର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିନି । ୧୫ ତାରିଖ ରାଜ୍ୟସଭା ନିର୍ବାଚନ ନାମାଙ୍କନର ଶେଷ ତାରିଖ । ୧୫ରେ ଅଶ୍ୱିନୀଙ୍କ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ କିଛି ନଥିବାରୁ ବଢିଲା ଚର୍ଚ୍ଚା । ଅଶ୍ୱିନୀଙ୍କୁ ଆଉ ଥରେ ଓଡିଶାରୁ ରାଜ୍ୟସଭା ପଠାଯାଇପାରେ  ବୋଲି ଚର୍ଚ୍ଚା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button