ରାଜ୍ୟ

ପଟ୍ଟନୟକ ଓ ମୋଦି ଓଡିଶାକୁ କଣ ଦେଇଛନ୍ତି : ମଲ୍ଲିକାର୍ଜୁନ ଖଡ୍‌ଗେ – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱରରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ । ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ବକ୍ତବ୍ୟ । ପଣ୍ଡିତ ନେହେରୁଙ୍କ ଦୃଷ୍ଟିର ଓଡିଶା ବିଶେଷ ସ୍ଥାନ ନେଇଥିଲା । ଓଡିଶାରେ କଂଗ୍ରେସର ବହୁତ ବଡ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ ଘନିଷ୍ଠ ସଂପର୍କ ଥିଲା । ଏବେର ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ଫରକ । ବିଜେପି-ବିଜେଡି ମଧ୍ୟର ଆମେ ବାହାଘର କରିଛୁ । ଉଭୟଙ୍କର ଲଭ୍ ମ୍ୟାରେଜ୍ ହୋଇଯାଇଛି । କେବେ ଡବଲ ଇଂଜିନ କାମ ନକଲେ ପ୍ରଥମ ଇଂଜିନ୍ ଅଚଳ ହୁଏ । ପାରାଦୀପ ବନ୍ଦର, ରାଉଲକଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି । ପଟ୍ଟନୟକ ଓ ମୋଦି ଓଡିଶାକୁ କଣ ଦେଇଛନ୍ତି ପ୍ରଶ୍ନ କଲେ ଖଡ୍‌ଗେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button