ରାଜ୍ୟ

ଆରାଧ୍ୟ ଚାରିଟେବଲ ଟ୍ରଷ୍ଟର ପ୍ରୟାସରେ ଦିବ୍ୟାଙ୍ଗ ହେଲେ ଆତ୍ମନିର୍ଭରଶୀଳ – Ibnodisha

[ad_1]

ପୁରୀ : ପୁରୀ ଜିଲ୍ଲା ପିପିଲି ବ୍ଲକ ଦୁର୍ଗାଦାଶ ପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣl ଗ୍ରାମର ୩୩ ବର୍ଷୀୟ ତରୁଣ ଡଗରା ଯିଏ ଦୁର୍ଘଟଣାର ଗ୍ରସ୍ଥ ହୋଇ ଦୀର୍ଘ ୧୩ବର୍ଷ ହେଲା ରୋଗ ଶଯ୍ୟାରେ ପଡି ରହିଛନ୍ତି । ତାଙ୍କୁ ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ଆତ୍ମନିର୍ଭରଶୀଳ କରିବାପାଇଁ ସମସ୍ତ ପ୍ରକାର ଦୋକାନ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଯାହାଦ୍ୱାରା ତରୁଣ ଗୋଟିଏ ଦୋକାନ କରି ଏବେ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଏବଂ ସେ ନିଜେ ଆଉ କାହା ଉପରେ ନିର୍ଭର ନ ହୋଇ ନିଜେ ସ୍ୱାଭିମାନର ସହ ବଞ୍ଚି ପାରୁଛନ୍ତି। ଏବଂ କିଡନୀ ଓ ହାର୍ଟ ରୋଗରେ ପୀଡ଼ିତ ବାପା-ମା’ଙ୍କ ସେବା କରିପାରୁଛନ୍ତି। ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଛକ କୃପାଜଳ ଇଂଜିନିଅରିଂ କଲେଜ ନିକଟରେ ଏହି ଦୋକାନ ଅବସ୍ଥିତ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button