IBN ଓଡ଼ିଶା ବ୍ୟୁରୋ

ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ ଏଲୋବେରା ଫୁଲ, ଯାହାର ଚମତ୍କାର ଜାଣିଲେ ଚମକି ପଡିବେ ଆପଣ

ନମସ୍କାର ବନ୍ଧୁଗଣ ତେବେ ବଜାରରେ ନାନା ରକମର ଆଲୋବେରା କ୍ରିମ୍‌ ଉପଲବ୍ଧ । ମାତ୍ର ଆପଣ ଯଦି ନିଜେ ଏକ ଆଲୋବେରା ଗଛ ଲଗାନ୍ତି ତେବେ ସେଥିରୁ ଗୁଡ଼ାଏ ଫାଇଦା ମିଳିବ । ଆଲୋବେରା କେବଳ ମୁହଁ ପାଇଁ ନୁହେଁ, ଆହୁରି ଗୁଡ଼ାଏ କାମରେ ଲାଗେ । ତେବେ ଚାଲନ୍ତୁ ଜାଣିବା ଆଲୋବେରାରୁ ଆଉ କେଉଁ ପ୍ରକାର ଉପକାର ସବୁ ମିଳେ ।

ଏହା ପୂର୍ବରୁ ଏହି ଗଛ ଘରେ ରଖିଲେ କଣ ହେବ ତା ବିଷୟରେ ମଧ୍ୟ ଆଲୋଚନା କରି ନେବା । ତେବେ ଆଲୋବେରା କୁ ଆପଣ କୌଣସି ବି ଦିଗରେ ରଖି ପାରିବେ । ତେବେ ଯଦି ଆପଣଙ୍କ ଚାକିରୀ ହେଉନି ତେବେ ଏହାକୁ ପଶ୍ଚିମ ଦିଗରେ ଲଗାନ୍ତୁ । ତେବେ ଯଦି ତ୍ୱଚା ଜନିତ କୌଣସି ସମସ୍ୟା ରହିଛି ତେବେ ଏହାକୁ ପୂର୍ବ ଦିଗରେ ଲଗାନ୍ତୁ । ଅଲୋବେରା ଶରୀରର ସ୍କ୍ରବ୍‌ ପରି କାମ କରେ । ଆଲୋବେରାର ରସ ଲଗାଇ ଗାଧୋଇବା ଦ୍ୱରା ଶରୀରର ଚମକ ବୃଦ୍ଧି ପାଇଥାଏ ।

ଯଦି ରୋଷେଇ କରୁ କରୁ ସାମାନ୍ୟ ଚେଙ୍କ ଲାଗି ଯାଇଥାଏ । ତେବେ ଆଲୋବେରାରୁ ଟିକିଏ ଲାଗାଇ ଦେଲେ ଉପଶମ ମିଳେ । ଆଲୋବେରା ରସ ଖୁବ୍‌ ଥଣ୍ଡା ହୋଇଥିବାରୁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ସନ୍‌ବର୍ଣ୍ଣ ଦୂର ହୋଇଥାଏ । ବ୍ରଣ ଭଲ କରିବା ପାଇଁ ଆଲୋବେରାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

ଆଲୋବେରାରେ ବହୁତ ସାରା ମିନେରାଲ୍ସ, ଭିଟାମିନ୍ସ, ଏମିନୋ ଏସିଡ୍, ଓ ଅନଜାଇମ୍ ହୋଇଥାଏ ଏହି କାରଣରୁ ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକା ଲାଭଦାୟକ ହୋଇଥାଏ ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏବେ ପର୍ଯ୍ୟନ୍ତ ଆଲୋବେରାର ବ୍ୟବହାର ତ୍ୱଚା ଓ ବାଳରେ ଲଗାଇବାରେ ବ୍ୟବହାର କରୁଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଆଲୋବେରା ଜୁସ୍ ପିଇଲେ ବହୁତ ସାରା ଫାଇଦା ହୋଇଥାଏ ଯଦି ଆପଣ ସକାଳୁ ଖାଲି ପେଟରେ ଏକ ଗିଲାସ ଆଲୋବେରା ଜୁସ୍ ପିଇବେ ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଫାଇଦା ଦେଖିବାକୁ ମିଳିବ ।

ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ୍ ଆଲେଭୋରା ରସ ପିଇଲେ ଶରୀରରେ ରକ୍ତ ଅଭାବ ଦୂର ହୁଏ । ଯେଉଁମାନଙ୍କର ରକ୍ତହୀନତା ଅଛି ସେମାନେ ମଧ୍ୟ ଆଲୋ ଭେରା ରସ ପିଇ ଏହି ରୋଗରୁ ମୁକ୍ତି ପାଇପାରିବେ । ଆଲୋ ଭେରା ରସ ମଧ୍ୟ ଆପଣଙ୍କ ରକ୍ତକୁ ଶୁଦ୍ଧ କରିଥାଏ ଏବଂ ଶରୀରରେ ରକ୍ତ ପ୍ରବାହକୁ ମଧ୍ୟ ଉନ୍ନତ କରିଥାଏ ।

ତେବେ ଆଲୋ ଭେରା ରସ ଆମକୁ ଅନେକ ପ୍ରକାରର କର୍କଟ ରୋଗରୁ ରକ୍ଷା କରିଥାଏ ଯେପରିକି ଯକୃତ କର୍କଟ, ସ୍ତନ କେନ୍ଦ୍ର, ପ୍ରୋଷ୍ଟେଟ କ୍ୟାନସର୍ ଇତ୍ୟାଦି । ଯଦି ଆପଣ ଏହି ରସକୁ ପ୍ରତିଦିନ ବ୍ୟବହାର କରନ୍ତି ତେବେ ଆପଣ କର୍କଟ ରୋଗ ହେବାର ସମ୍ଭାବନା କମ । ତେବେ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ୧୦ ଏମ ଏଲ ଆଲୋବେରା ଜୁସରେ ୧୦ ଏମଏଲ ଆମଲା ଜୁସ ମିଶାଇ ଏହାର ସେବନ କରନ୍ତୁ । ଏହା ଶରୀରରୁ କୋଲେଷ୍ଟର ଦୂର କରିବା ସହ ଚର୍ବି ମଧ୍ୟ ହ୍ରାସ ହୋଇଥାଏ । ଏମିତି ୩ ମାସ ଯାଏଁ କରିଲେ ଓଜନ ହ୍ରାସ କରିଥାଏ ।

ଆଲୋଭେରା ଜୁସର ସେବନ କରିଲେ ସ୍କିନରେ ବୟସ ଜନିତ ଝୁରି ପଡିବାକୁ ଦିଏ ନାହି । ଏହା କେଶ ଝଡିବା ସମସ୍ଯା ଦୂର କରିବାରେ ସାହାଜ୍ଯ କରିଥାଏ । ଯଦି କେଶରେ ରୂପୀ ହେଉଛି ବା କେଶ ଝଡୁଛି ତେବେ ୪ ଚାମଚ ଆଲୋଭେରା ଜୁସ ସହ ଏକ ଚାମଚ ଲେମ୍ବୁ ରସ ଓ ଦହି ମିକ୍ସ କରି କେଶରେ ଲାଗନ୍ତୁ ।

ଆଲୋଭେରା ଜୁସର ସେବନ କରିଲେ ଉଚ୍ଚ ରକ୍ତଚାପ ସମସ୍ଯା ଦୂର ହୋଇଥାଏ । ରକ୍ତ ନଦୀରୁ କୋଲେଷ୍ଟର ହ୍ରାସ ହୋଇଥାଏ । ଏହାର ସେବନ କରିଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା କାରଣରୁ ଶରୀରରେ ପି ଏଚ ଲେବଲ ବାଲାନ୍ସରେ ରହିଥାଏ । ତେବେ ଅନ୍ତରେ ଆଲୋବେରା ଆମ ଘର ପାଇଁ ଶୁଭ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button