IBN ଓଡ଼ିଶା ବ୍ୟୁରୋ

ଡାଇବେଟିସ୍ ବା ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୧୫ ଦିନରେ ଶେଷ ହେବ,କେବଳ ଏହି ଚମତ୍କାରୀ ଉପାୟ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟ ରେ ଡାଇବେଟିସ ବା ମଧୁମେହ ରୋଗ ଏକ ଏ ପ୍ରକାରର ରୋଗ ଅଟେ ଯାହାକି ପ୍ରତ୍ୟେକ ଘରେ ଘରେ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ଟିଏ ନେଇ କରି ଆସିଛୁ, ଯାହାକୁ ଆପଣ ଅତିହିଁ ସହଜ ସୁବିଧା ରେ ଘରେ ପ୍ରସ୍ତୁତ କରି ସେବନ କରି ପାରିବେ । ଏହି ଉପଚାର ଟିର ସହାୟତାରେ ଆପଣ ନିଜର ଡାଇବେଟିସ କୁ ନିୟନ୍ତ୍ରଣ ରେ କରି ରଖି ପାରିବେ । ସୁଗାର୍ ଲେବୁଲ ମଧ୍ୟ ନର୍ମାଲ ରହିବ ।

ବନ୍ଧୁଗଣ ଆଜିର ଏହି ଉପଚାର ବନାଇବା ପାଇଁ ଆପଣ ଙ୍କୁ ଅମୃତଭଣ୍ଡା ପତ୍ର ର ଆବଶ୍ୟକ ପଡ଼ିବ । ଅମୃତଭଣ୍ଡା ର ରସ ଡାଇବେଟିସ ପାଇଁ ଏକ ରାମବାଣ ଉପଚାର ଅଟେ । ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଏକ ଅମୃତଭଣ୍ଡା ପତ୍ର ନେଇ ତାହାକୁ ଧୋଇ ସଫା କରି ଭଲ ଭାବରେ ଛୋଟ ଛୋଟ କରି କାଟି ଦିଅନ୍ତୁ ।

ଏହା ପରେ ଏହାକୁ ଗ୍ରାଇଣ୍ଡର ଜାର ରେ କିଛି ପାଣି ଦେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏହାର ଏକ ଜୁସ ପ୍ରସ୍ତୁତ କରି ନିଅନ୍ତୁ । ଏଠାରେ ଆପଣ ଏକ ପତ୍ର ପାଇଁ ଏକ ଲିଟର ପାଣିର ହିଁ ବ୍ୟବହାର କରି ପାରିବେ । ଏହା ପରେ ଏହି ଜୁସ ଟି କୁ ଆପଣ ପ୍ରସ୍ତୁତ କରି ଫ୍ରିଜ ମଧ୍ୟ ରେ ମଧ୍ୟ ଷ୍ଟୋର କରି ରଖି ପାରିବେ ।

ଏହାର ଅଧ ଗ୍ଳାସ ରସ ପ୍ରତିଦିନ ସେବନ କରିବା ଦ୍ଵାର ଆପଣ ଦେଖିବେ ମାତ୍ର 15 ଦିନ ମଧ୍ୟ ରେ ଆପଣ ଙ୍କ ଶରୀର ରେ ଇନସୁଲିନ ର ମାତ୍ରା ନିୟନ୍ତ୍ରଣ ହୋଇଯିବ । ଏହାସହ ଆପଣ ଙ୍କର ସୁଗାର ବ୍ଲଡ଼ ପ୍ରେସର ମଧ୍ୟ କଣ୍ଟ୍ରୋଲ ହୋଇଯିବ । ଏହା ବ୍ଯତୀତ ଆପଣ ଏହି ଏକ ଉପାୟ କୁ ମଧ୍ୟ କରି ପାରିବେ ।

ତାହାହେଲା ଆପଣ ଏକ ବା ଦୁଇଟି କଲରା କୁ ନେଇ ସର୍ବ ପ୍ରଥମେ ଛୋଟ ଛୋଟ କରି କାଟି ନିଅନ୍ତୁ । ଏହା ପରେ ଆପଣ ଏହାକୁ କୌଣସି ଏକ ହେମଦସ୍ତା ର ସହାୟତା ରେ ଭଲ ଭାବରେ ଛେଚି ଛେଚି ନିଅନ୍ତୁ । ବର୍ତ୍ତମାନ ସେହି କଲରା ଛେଚା କୁ ନେଇ ସକାଳ ବୁଲା ବୁଟ ଭିତରେ ଭଲ ଭାବରେ ରଖି ଦିଅନ୍ତୁ ।

ଏହା ପରେ ସେହି ଜୋତା ପିନ୍ଧି ଚାଲିବାକୁ ଯାଆନ୍ତୁ । ଯେପରି ସେହି କଲରା ଗୁଡିକ ଭଲ ଭାବରେ ପାଦ ରେ ଲାଗୁଥିବ । ସେତେ ସମୟ ପର୍ଯ୍ୟନ୍ତ ଚାଲନ୍ତୁ ଯେ ପର୍ଯ୍ୟନ୍ତ ଆପଣ ଙ୍କ ପାଟି ରେ ପିତା ସ୍ଵାଦ ନ ଆସେ । ଏପରି ମାତ୍ର 40 ଦିନ ପର୍ଯ୍ୟନ୍ତ କରି ଦେଖନ୍ତୁ ଆପଣ ଙ୍କ ଡାଇବେଟିସ ସଂପୂର୍ଣ୍ଣ ରୂପରେ ନିୟନ୍ତ୍ରିତ ହୋଇଯିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଡାଇବେଟିସ ଜନିତ ସମସ୍ଯା ଥାଏ, ତେବେ ଆପଣ ପ୍ରତ୍ଯେକ ଦିନ ସକାଳେ କିଛି ସମୟ ଚାଲିବାକୁ ଚେଷ୍ଟା କରନ୍ତୁ । ତାହାଛଡା ଆପଣ ନିଜର ଖାଦ୍ୟ ପେୟ ର ମଧ୍ୟ ବିଶେଷ ଯତ୍ନ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button