IBN ଓଡ଼ିଶା ବ୍ୟୁରୋ

10 ବର୍ଷ ପୁରୁଣା ଅର୍ଶ (Piles) ବି ତୁରନ୍ତ ଭଲ ହେଇଯିବ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଆଜିକାଲିର ଖାଦ୍ୟ ପେୟ ତଥା ଜୀବନ ଶୈଳୀ ର କାରଣ ରୁ ଅର୍ଶ ଭଳି ସମସ୍ଯା ସାଧାରଣତଃ ଅନେକ ଲୋକ ମାନଙ୍କ ଠାରେ ଦେଖିବାକୁ ମିଳୁଛି । ଅନେକ ଲୋକ ଏହି ସମସ୍ଯା କୁ ନେଇ ଅନେକ ଚିନ୍ତିତ ଥିଲେ ମଧ୍ୟ ଏହି ସମସ୍ଯା କୁ କାହା ସମ୍ମୁଖ ରେ ପରି ପ୍ରକାଶ କରିବାକୁ ଲଜ୍ୟା ବୋଧ ମାନେ କରିଥାନ୍ତି, ଏପରି ରେ କିଛି ଲୋକ ଡକ୍ଟର ଙ୍କ ପାଖକୁ ଯିବା ପାଇଁ ମଧ୍ୟ ଇଛା କରି ନଥାନ୍ତି ।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ଟିକୁ ନେଇ କରି ଆସିଛୁ, ଯାହାକୁ ଆପଣ ବ୍ୟବହାର କରି ଆପଣ ନିଜର ଅର୍ଶ ଭଳି ସମସ୍ଯା ରୁ ଚିରଦିନ ପାଇଁ ମୁକ୍ତ ହୋଇ ପାରିବେ । ଏହି ରେମିଡି କୁ ବ୍ୟବହାର କରିବା ପରେ ଆପଣ ଏଥିରୁ ୧୦୦ ପ୍ରତିଶତ ଲାଭ ଦେଖିବାକୁ ପାଇବେ ।

ଆଜିର ଏହି ଉପାଚାର ଟିକୁ ପ୍ରସ୍ତୁତ କରିବା ଆପଣ ଙ୍କୁ ଆଲୋବେରା ବା ଘି କୁଆଁରୀ ର ଆବଶ୍ୟକ ପଡିବ । କିନ୍ତୁ ଆଲୋବେରା ଗଛ ର ସେବନ କିପରି କରାଯାଇଥାଏ ଏହା ସମସ୍ତ ଙ୍କୁ ଜଣା ନଥାଏ । ତେଣୁ ଆପଣ ଏଠାରେ ବଜାର ରୁ କିଣି ଆଣି କୌଣସି ହର୍ବଲ ଆଲୋବେରା ଜୁସ୍ ର ମଧ୍ୟ ବ୍ୟବହାର କରି ପାରିବେ । ଯେଉଁ ମାନଙ୍କର ଅର୍ଶ ଜନିତ ସମସ୍ୟା ଥାଏ ସେମାନଙ୍କୁ ନିହାତି ଆଲୋବେରା ଜୁସ୍ ର ସେବନ କରିବା ଉଚିତ । ଏହା ଖୁବ ଲାଭଦାୟୀ ହୋଇଥାଏ ।

ଏକ କପ ପାଣି ରେ ଆପଣ ୧୫ ml ର ଆଲୋବେରା ଜୁସ୍ ମିଶାନ୍ତୁ । ରାତିରେ ଖାଦ୍ଯ ଖାଇବାର ଏକ ଘଣ୍ଟା ର ପୂର୍ବରୁ ଏହାକୁ ସେବନ କରନ୍ତୁ । ଖାଲି ପେଟରେ ଏହାକୁ ସେବନ କରିବା ଦ୍ଵାରା ଏହାର ଭଲ ଫଳାଫଳ ଦେଖିବାକୁ ମିଳିଥାଏ । ଏହାକୁ ୭ ଦିନ ଆପଣଙ୍କୁ ନିୟମିତ ସେବନ କରିବାକୁ ପଡିବ । ଦ୍ଵିତୀୟ ରେ ଆପଣ ଙ୍କୁ ତ୍ରିଫଳା ର ସେବନ କରିବାକୁ ହେବ । ଏହାକୁ ଆପଣ ଚାହିଁଲେ କୌଣସି ଆୟୁର୍ବେଦିକ ଷ୍ଟୋର ରୁ ମଧ୍ୟ କିଣି ଆଣି ପାରିବେ ।

ତାହା ବ୍ୟତିତ ଆପଣ ଘରେ ମଧ୍ୟ ୪ ଟି ଅଁଳା ଓ ୨ ଟି ହରିଡା ଓ ୨ ଟି ବାହାଡା ର ମାପ ଅନୁସାରେ ତ୍ରିଫଳାର ଗୁଣ୍ଡ କୁ ପ୍ରସ୍ତୁତ କରି ପାରିବେ । ଏହାକୁ ଆପଣ ପ୍ରସ୍ତୁତ କରି ରାତି ରେ ଖାଦ୍ୟ ଖାଇ ସାରିଲା ପରେ ଏକ କପ ଉଷୁମ ପାଣି ରେ ଏକ ଚାମଚ ତ୍ରିଫଳା ଗୁଣ୍ଡ ଆକୁ ମିଶାଇ ତାହର ସେବନ କରନ୍ତୁ । ଏପରି କିଛି ଦିନ ସେବନ କରିବା ଦ୍ଵାରା ଦେଖିବେ ଆପଣ ଙ୍କର କବଜ ତଥା ମଳକଣ୍ଟକ ପରି ସମସ୍ଯା ଖୁବ ଶୀଘ୍ର ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି

Related Articles

Leave a Reply

Your email address will not be published. Required fields are marked *

Back to top button