ରାଜ୍ୟ
ଏପରି ନ ହେଉ : ପରୀକ୍ଷାର୍ଥୀ – Ibnodisha

[ad_1]
ଭୁବନେଶ୍ୱର : ମାଟ୍ରିକ୍ ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ୍ ଲିକ୍ ଅଭିଯୋଗ ପ୍ରସଙ୍ଗ । ପରୀକ୍ଷା ହଲ୍ରୁ ବାହାରିବା ପରେ ଚିନ୍ତା ପ୍ରକଟ କଲେ ପରୀକ୍ଷାର୍ଥୀ । ସି ଓ ଡି ସେଟ୍ର ଭାଇରାଲ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମିଶୁଛି କହିଲେ । ଏହା ଆମ ଉପରେ ଚାପ ପକାଉଛି, ଯେଉଁଠି ହୋଇଛି ସେଠି କାର୍ଯ୍ୟାନୁଷ୍ଠାନ ହେଉ । ଆମ ଜିଲ୍ଲାରେ ହୋଇନି , ଯେଉଁ ଜିଲ୍ଲାରେ ହୋଇଛି କାର୍ଯ୍ୟାନୁଷ୍ଠାନ ହେଉ । ଦୟାକରି ଭାଇରାଲ କରନ୍ତୁ ନାହିଁ, ସେମାନଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯାଉ ।
[ad_2]




