ରାଜ୍ୟ

ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନର ବ୍ୟବହାର ନେଇ ସ୍ପଷ୍ଟୀକରଣ ମାଗିଲେ ଭାରତୀୟ ନିର୍ବାଚନ କମିସନ – Ibnodisha

[ad_1]

ଭୁବନେଶ୍ୱର: ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନର ବ୍ୟବହାର ନେଇ ଭାରତୀୟ ନିର୍ବାଚନ କମିସନ ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ସ୍ପଷ୍ଟୀକରଣ ମାଗିଛନ୍ତି । ଆସନ୍ତା ମାର୍ଚ୍ଚ ୨ ତାରିଖ (ଶନିବାର) ସନ୍ଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟୀକରଣ ରଖିବାକୁ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ତାଗିଦ୍ କରାଯାଇଛି ।

୨୦୨୮ରେ ଚନ୍ଦ୍ରଯାନ-୪ ଲଞ୍ଚ କରିବ ଇସ୍ରୋ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button