ରାଜ୍ୟ

ସିବିଆଇ ଚାର୍ଜସିଟ୍‌ର ୨୩ ବର୍ଷ ପରେ ମିଳିଲା ଦଣ୍ଡାଦେଶ – Ibnodisha

[ad_1]

ଭୁବନେଶ୍ୱର : ସିବିଆଇ ଚାର୍ଜସିଟ୍‌ର ୨୩ ବର୍ଷ ପରେ ମିଳିଲା ଦଣ୍ଡାଦେଶ । ଆରଏସପିର ପୂର୍ବତନ ଏଜିଏମ୍ କେ.ବାଲ୍‌ଗଙ୍ଗାଧରଙ୍କୁ ୨ ବର୍ଷ ଜେଲ୍ । ୨୪ ଲକ୍ଷ ଟଙ୍କାର ଠକେଇ ମାମଲାରେ ପୂର୍ବତନ ଏଜିଏମ୍‌ଙ୍କୁୁ ଜେଲ୍ । ୨ ବର୍ଷ ଜେଲ୍ ସହ ୧୫ ହଜାର ଟଙ୍କା ଜରିମାନା କଲେ ସିବିଆଇ କୋର୍ଟ । ୨୦୦୧ ନଭେମ୍ବର ୨୯ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ ।

କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର, ନବୀନ ସରକାର : ଡ.ଲେଖାଶ୍ରୀ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button