ରାଜନୀତି

୩୦% ପିସି ସରକାର –କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ଠିକାଦାର ପ୍ରୀତିକୁ ନେଇ ପିସିସି ମୁଖପାତ୍ରଙ୍କ ଟାର୍ଗେଟ । ନବୀନ-ପାଣ୍ଡିଆନ ସରକାର ୩୦% ପିସି ସରକାର କହିଲେ ସୁଦର୍ଶନ ଦାସ । ପଞ୍ଚାୟତରୁ ରାଜଧାନୀ ଯାଏଁ ଯେଉଁ କାମ ହେଉଛି, ୩୦% ପିସି ନିଆଯାଉଛି । ପୁରୁଣା କାମରେ ନୂଆ ଫଳକ ଲଗାଇ ପିସି ଖାଉଛନ୍ତି । ନିର୍ବାଚନ ଜିତିବା ପାଇଁ ଟଙ୍କା ହଡପ କରାଯାଉଛି ବୋଲି କହିଛନ୍ତି ସୁଦର୍ଶନ ।

ସଭା ଅଧାରୁ ଉଠିଗଲେ ବିଧାୟକ ନରସିଂହ ମିଶ୍ର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button