ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. – Ibnodisha
[ad_1]
ମେଷ : କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଅନ୍ୟାୟର ପ୍ରତିରୋଧ କରିବେ । ଭ୍ରମାଣାଦିରେ ଶାନ୍ତି ପାଇବେ । ପଦୋନ୍ନତି ପାଇଁ କାର୍ଯ୍ୟ କରିବେ । ଚାକରୀକ୍ଷେତ୍ରରେ ଶାନ୍ତି ପାଇବେ । ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରିବେ ।
ବୃଷ : ଆଜି କୌଣସି କାର୍ଯ୍ୟରେ ଅନୁତପ୍ତ ହୋଇପାରନ୍ତି । ମାନସିକ ଶାନ୍ତି ହରାଇ ପାରନ୍ତି । ପରିବେଶ କଷ୍ଟକର ହେବ । ଯାତ୍ରାଦିରେ ଖର୍ଚ୍ଚ ବଢ଼ିବ । ଲକ୍ଷ୍ୟ ପାଇଁ ଯୋଜନା କରିବେ । କୌଣସି କାର୍ଯ୍ୟରେ ଉନ୍ନତି କରିବା ପାଇଁ ଚେଷ୍ଟା କରିବେ । ବିଦେଶ ଭ୍ରମଣରେ ଯୋଗ ଅଛି । ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି । ଆକସ୍ମିକ ବ୍ୟୟଭାର ବଢ଼ିବ ।
ମିଥୁନ : କର୍ତୃପକ୍ଷଙ୍କ ସହ ମତବେଦ ଘଟିପାରେ । ନୂତନ ସମସ୍ୟାର ସମାଧାନ କରି କାର୍ଯ୍ୟ କରିବେ । କାର୍ଯ୍ୟ ସଫଳ ହେବେ । ରୋଗଗ୍ରସ୍ତ ହୋଇପାରନ୍ତି । ଆକସ୍ମିକ ଦୁର୍ଘଟଣାରେ ପଡ଼ିପାରନ୍ତି । ବିପଦରେ ସମ୍ମୁଖିନ ହୋଇପାରନ୍ତି । ଅଶାନ୍ତି ଲାଗି ରହିବ । ଅଳ୍ପକେ ରକ୍ଷା ପାଇଯିବେ । ବିବାଦୀୟ କାର୍ଯ୍ୟରେ ପରାଜିତ ହେବେ ।
କର୍କଟ : ସୁ-ସମ୍ବାଦ ପାଇପାରନ୍ତି । ପରିବେଶରୁ ଆନନ୍ଦ ବଢ଼ିବ । ଗୁପ୍ତଧନ ସନ୍ଧାନ ପାଇବେ । କାର୍ଯ୍ୟରେ ପଛେଇବେ । ଗୃହ କର୍ମରୁ ସୁଖ ମିଳିବ । ଦୁର୍ଘଟଣାରେ ପଡ଼ିପାରନ୍ତି । ଅଚାନକ କଳହରେ ପଡ଼ିପାରନ୍ତି । ବିଶିଷ୍ଟ ଲୋକଙ୍କର ସହାୟକ ମିଳିବ ।
ସିଂହ : ଆଜି ଚନ୍ଦ୍ରଙ୍କ ଚଳନ ହେତୁ କର୍ତୃପକ୍ଷଙ୍କ ସହମତି ହେବ । ମାନସିକ ଶାନ୍ତି ହରାଇବେ । କାର୍ଯ୍ୟ ଶକ୍ତି ବାହାରେ ରହିବ । ଆକସ୍ମିକ ବ୍ୟୟଭାର ବଢ଼ାଇବେ । ଆର୍ଥିକ କଷ୍ଟ ଅନୁଭବ କରିବେ ।
କନ୍ୟା : ଚାକିରୀରେ ସ୍ଥାନାନ୍ତର ହେବେ । ଭ୍ରମଣ ଯୋଗ ଅଛି । ବ୍ୟସ୍ତତା ହେତୁ ବିବ୍ରତ ହେବେ । ହରାଇଥିବା ଦ୍ରବ୍ୟ ଫେରି ପାଇବେ । କୌଣସି ସ୍ଥଳେ କାର୍ଯ୍ୟରେ ହଇରାଣ ହେବେ । ନୂତନ ପଦକ୍ଷେପ ନେଇପାରନ୍ତି ।
ତୁଳା : କର୍ମକ୍ଷେତ୍ରରେ ଅଶାନ୍ତି ଅନୁଭବ କରିପାରନ୍ତି । ଭଲ ସ୍ୱଭାବର ହେବେ । ଦିନ ଦାରିଦ୍ର୍ୟମାନଙ୍କୁ ଦାନ ଦେଇ ଆତ୍ମତୃପ୍ତି ଲାଭ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କ୍ଷେତ୍ରରେ ତ୍ୱରାନ୍ୱିତ କରିପାରନ୍ତି । ବୁଦ୍ଧିମାନ୍ ହେବେ ।
ବିଛା : ବନ୍ଧୁଙ୍କ ଠାରୁ ଉପକାର ପାଇବେ । ପାରିବାରିକ କ୍ଷେତ୍ରରେ ଦାୟିତ୍ୱ ବଢ଼ିଯିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବାକୁ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ ଅତିବାହିତ କରିବେ ।
ଧନୁ : ଆୟ ଆଶାନୁରୂପ ହେବ । ଆଶାବାଦୀ ହେବେ । ସୌଭାଗ୍ୟଶାଳୀ ହେବେ । ସ୍ୱଭାବ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତି ବଜାୟ ରଖିବେ । ଉଦାର ପ୍ରେମୀ ହେବେ ।
ମକର : ନୂତନ ଆୟ ମାର୍ଗ ଉନ୍ମକ୍ତ ହେବ । ଚନ୍ଦ୍ରଙ୍କ ଭୋଗ ହେଉଥିବାରୁ ସୁସ୍ୱାଦ ଭୋଜନ କରିବେ । ବଳବାନ୍ ହେବେ । ସ୍ୱଦେଶଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ ହେବ ।
କୁମ୍ଭ : ଅଭାବ ପୂରଣ ହେବ । ନୈରାଶ ଭାବ ଦୂରେଇ ଯିବ । ଚଂଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ । ଚଂଚଳ କଥାରେ କାର୍ଯ୍ୟ ହାସଲ କରିବେ ।
ମୀନ : ପ୍ରିୟ ଲୋକଙ୍କ ସମାଗମ ହୋଇପାରେ । ସୁଖ ସମ୍ମାନ ଲାଭ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଯଶସ୍ୱୀ ହେବେ । ଲୋକପ୍ରିୟ ଅର୍ଜନ କରିବେ । ଚଂଚଳ ପ୍ରକୃତିର ହେବେ ।
The post ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. appeared first on ONA KHABAR.
[ad_2]