ରାଜ୍ୟ

ଯେଉଁ ନ୍ୟାରେଟିଭ୍ ବିଜେଡି କରୁଛି ତାକୁ କଂଗ୍ରେସ ପ୍ରଚାର କରୁଛି: ଅନୀଲ ବିଶ୍ୱାଳ – Ibnodisha

[ad_1]

ଭୁବନେଶ୍ୱର: କଂଗ୍ରେସର କଟାକ୍ଷକୁ କାଉଣ୍ଟର କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । କଂଗ୍ରେସ କେନ୍ଦ୍ର ନେତୃତ୍ୱ ଜାଣିଲେଣି ଓଡିଶାରେ ବିଜେପି ସରକାର ହେଉଛି । ତେଣୁ ରାଜ୍ୟ କଂଗ୍ରେସକୁ ନିର୍ଦ୍ଦେଶ ବିଜେଡି ପଛେ ରହୁ ବିଜେପି ନ ଆସୁ । ଯେଉଁ ନ୍ୟାରେଟିଭ୍ ବିଜେଡି କରୁଛି ତାକୁ କଂଗ୍ରେସ ପ୍ରଚାର କରୁଛି । କିଛି କଂଗ୍ରେସ ନେତା କହିଥିଲେ ପିସିସି ସଭାପତି କିଏ ହେବ ନବୀନ ବାଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button