ରାଜ୍ୟ
ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ ପଥର
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଛି ବଡ଼ ପଥର। ଜିଲ୍ଲାଦେଇ ଯାଇଥିବା ଏନ୍ଏଚ୍-୪୯ କଡ଼ ପାହାଡ଼ରୁ ଧସିଲା ପ୍ରାୟ ୨୦ ଫୁଟ୍ର ମାଟି ଅତଡ଼ା ସହ ପଥର। ଧସିଥିବା ପଥର ବାହାର କରାଯିବା ପରେ ଯାତାୟତ ସ୍ୱାଭାବିକ ରହିଛି।