ରାଜ୍ୟ

ଗ୍ରୁପ ଟଙ୍କା ମାଗିବାରୁ ହଣାକଟା – Ibnodisha

[ad_1]

ବାଲେଶ୍ୱର : ଗ୍ରୁପ ଟଙ୍କା ମାଗିବାରୁ ହଣାକଟା ଭଳି ପରିସ୍ଥିତି ଉପୁଜିଥିଲା । ଘଟଣା ସ୍ଥଳରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ପରିଖି ଖଡିପାଇରେ ଲୋନ୍ ଟଙ୍କା ମାଗିବାରୁ ମହିଳା ଆକ୍ରମଣ ହୋଇଥିବା ସୂଜନା ମିଳିଛି । ଟଙ୍କା ଫେରାଉ ନଥିବାରୁ ଘରକୁ ମାଗିବାକୁ ଯାଇଥିଲେ ମହିଳା । ଫଳରେ ଟଙ୍କା ନେଇଥିବା ଉତ୍ତ୍ୟକ୍ତ ମହିଳା ତାଙ୍କୁ ପନିକିରେ ଆକ୍ରମଣ କରିଥିଲେ ।

ମନୀଷା ରାଣୀ ହେଲେ ଝଲକ୍‌ ଦିଖ୍‌ଲା ଯା ୧୧’ର ବିଜୟିନୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button