ରାଜ୍ୟ
ବୋଲେରୋରେ ପିଟିହେଲା ବୁଲେଟ, ୨ ମୃତ – Ibnodisha

[ad_1]
ଭବାନୀପାଟଣା: ବୋଲେରୋ ଓ ବୁଲେଟ ମୁହାଁମୁହିଁ ଧକ୍କାହେବା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଛତିକୁଡ଼ା ରାସ୍ତାରେ ବୋଲେରୋରେ ପିଟିହୋଇଥିଲା ବୁଲେଟ। ଫଳରେ ଏହି ଦୁର୍ଘଟଣାରେ ୨ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତକ ୨ ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି।
ଇଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ
[ad_2]