ଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ – Ibnodisha

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ । ହାଇଦ୍ରାବାଦର ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ। ଏନେଇ କର୍ଣ୍ଣଟକର ୟାଦଗିରିରେ ଏକ ମାମଲା ରୁଜୁ ହୋଇଛି । ଯୁବକ ଜଣକ ହାତରେ ବନ୍ଧୁକ ଧରି ଏକ ଭିଡିଓ ଜରିଆରେ ହତ୍ୟା ଧମକ ଦେଇଛି । ସେ ଏହି ଭିଡିଓ ଜରିଆରେ କହିଛି ଯଦି କଂଗ୍ରେସ କ୍ଷମତା କୁ ନ ଆସେ ତାହାଲେ ସେ ମୋଦିଙ୍କୁ ହତ୍ୟା କରିବ । ଏହି ଭଳି କିଛି ପୋଷ୍ଟ କରିଛି ଯୁବକଟି । ତେବେ ଏହା ପରେ କର୍ଣ୍ଣାଟକ ପୋଲିସ ତାର ତଦନ୍ତ ଆରମ୍ଭ କରିଛି । ଏଣୁ ହାଦ୍ରାବାଦର ଏକାଧିକ ସ୍ଥାନରେ ଚଢଉ କରିଥିଲା କର୍ଣ୍ଣାଟକ ପୋଲିସ । ତେବେ ପ୍ରଥମ ଥର ନୁହେଁ ଯେ ମୋଦିଙ୍କୁ ହତ୍ୟା ଧମକ ମିଳିଛି । ପୂର୍ବରୁ ଅନେକ ଥର ଏହି ଭଳି ହତ୍ୟା ଧମକ ମିଳିଛି । ଏହା ପରେ ପରେ ସୁରକ୍ଷା ମଧ୍ୟ କଡା କଡି କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button