ରାଜ୍ୟ
ଫେସ୍ବୁକ୍ ସର୍ଭର ଡାଉନ୍; ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷ ଲକ୍ଷ ୟୁଜର – Ibnodisha

[ad_1]
ନୂଆଦିଲ୍ଲୀ: ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖା ଦେଇଛି ସମସ୍ୟା । ସର୍ଭର ଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷ ଲକ୍ଷ ୟୁଜର । ଏ ନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।
ଆପଣମାନଙ୍କ ଉପସ୍ଥିତି ଓ ଉତ୍ସାହ ପ୍ରମାଣିତ କରୁଛି ଓଡ଼ିଶାରେ ଏଥର ବିଜେପି କରିବ ସରକାର: ପ୍ରଧାନମନ୍ତ୍ରୀ
The post ଫେସ୍ବୁକ୍ ସର୍ଭର ଡାଉନ୍; ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷ ଲକ୍ଷ ୟୁଜର appeared first on ONA KHABAR.
[ad_2]