ରାଜ୍ୟ
ଦେବଗିରି ଶୈବପୀଠରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ – Ibnodisha

[ad_1]
ରାୟଗଡା : ମହାଦେବଙ୍କୁ ଦର୍ଶନ ପାଇଁ ଯିବାବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ଜାଗରରେ କଲ୍ୟାଣସିଂହପୁର ଦେବଗିରି ଶୈବପୀଛରେ ଅଘଟଣ । ପାହାଚରେ ଯାଉଥିବା ବେଳେ ହଠାତ୍ ଅଚେତ ହୋଇପଡିଲେ ଯୁବକ । କଲ୍ୟାଣସିଂହପୁର ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର ।
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ
[ad_2]