ରାଜ୍ୟ

ଟ୍ରକ୍‌କୁ ପିଟିଲା ସ୍କୁଟି, ୨ମୃତ – Ibnodisha

[ad_1]

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ୧୬ନମ୍ବର ଜାତୀୟ ରାଜପଥ ତାପଙ୍ଗ ଓଭର ବ୍ରିଜ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଏକ ସ୍କୁଟି ପିଟି ଦେବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଜଣେ ଯୁବକ ଗୁରୁତର ଅବସ୍ଥାରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ବାଙ୍କି ଥାନା ତୁଳସୀପୁରର ବିଧିନାଥ ମଲ୍ଲିକ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ମୃତକ ନାଁ କିଛି ସ୍ପଷ୍ଟ ହୋଇନାହିଁ । ସେହିପରି ଆହତ ଜଣକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡିପଡ଼ାର ସଞ୍ଜୟ ମାର୍ଥା ବୋଲି ଜଣାପଡ଼ିଛି ।

The post ଟ୍ରକ୍‌କୁ ପିଟିଲା ସ୍କୁଟି, ୨ମୃତ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button