ରାଜ୍ୟ

ମାରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ – Ibnodisha

[ad_1]

ଖୋର୍ଦ୍ଧା : ଗାଁ ଦାଣ୍ଡରେ ପଡିରହିଛି ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତ ଦେହ । ବୋଲଗଡ ଥାନା ମାଣିବନ୍ଧ ଗାଁ ଦାଣ୍ଡରେ ମୃତ ଦେହ ପଡି ରହିିଥିବା  ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟା କାଣ୍ଡ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏ ଘଟଣାର ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଓପିଡ଼ି ଟିକେଟ୍ ଅସାଧୁ ଉପାୟରେ ବିକ୍ରି ଅଭିଯୋଗରେ ଜଣେ ଗିରଫ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button