ରାଜ୍ୟ

ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା – Ibnodisha

[ad_1]

ନରସିଂହପୁର : ଘରୁ ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି । ମାଣିଆବନ୍ଧ ଥାନା ମାଣିଆବନ୍ଧ ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଏହି ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଓଡ଼ିଶା ସୂଚନା ସେବା କ୍ୟାଡ୍‌ର ପୁନର୍ବିନ୍ୟାସ; ସୃଷ୍ଟି ହେବ ୬୧ ନୂଆ ପଦବୀ, ୪ ପଦବୀ ଉଚ୍ଛେଦ

The post ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button