ରାଜ୍ୟ

ଅବଦୁଲ କଲାମ ଦ୍ବୀପରୁ ବାଲେଷ୍ଟିକ ମିସାଇଲ ଅଗ୍ନୀ-୪ର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସଫଳତାର ସହିତ ପରୀକ୍ଷଣ ହୋଇଛି ଅଗ୍ନୀ-୪ ବାଲେଷ୍ଟିକ ମିସାଇଲ। ମଧ୍ଯମ ଦୂରଗାମୀ ବାଲେଷ୍ଟିକ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର। ଏଥିରେ ୮୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବଦୁଲ କାଲାମ ଦ୍ବୀପର ୪ନମ୍ବର ଲଞ୍ଚପ୍ୟାଡରୁ ସନ୍ଧ୍ଯାରେ ପରୀକ୍ଷଣ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button