ରାଜ୍ୟ

ସଫେଇ କର୍ମୀଙ୍କ ଝାଡୁ ଛାଡ ଆନ୍ଦୋଳନ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀରେ ଦେଖିବାକୁ ମିଳିଛି ସଫେଇ କର୍ମଚାରୀଙ୍କ ଝାଡୁ ଛାଡ ଆନ୍ଦୋଳନ । ୧୫ ହଜାର ଟଙ୍କା ଦରମା ବୃଦ୍ଧି ସହ ବିଭିନ୍ନ ଦାବିରେ ଶହ ଶହ ଆନ୍ଦୋଳନକାରୀ ଆଜି ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ରାଜଧାନୀ ଛକରେ ବସିରହିଛନ୍ତି  ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ୫୩ ଟି ୱାର୍ଡରେ ଉଠି ପାରୁନି ଅଳିଆ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button