IBN ଓଡ଼ିଶା ବ୍ୟୁରୋ

ଅଣ୍ଟା ବ୍ୟଥା ଓ କଫ ହେଲେ ଅଦାକୁ କେମିତି ବ୍ୟବହାର କରିବେ, ଏହି ସହଜ ଉପାୟ ଜାଣି ନିଅନ୍ତୁ

ଆଜିର ଏହି ପୋଷ୍ଟରେ ଏମିତି ଏକ ଘରୋଇ ଉପାୟ ଜଣେଇବୁ ଯାହାକୁ ଯଦି ନିଜ ଘରେ କରିବେ ତାହେଲେ ଆପଣଙ୍କୁ ଟଙ୍କା ପଇସା କିଛିବି ଲାଗିବ ନାହିଁ ଆପଣଙ୍କର ଯାହାବି ଶାରୀରିକ ସମସ୍ୟା ଥିବ ସେସବୁ ଅତି ସହଜରେ ଦୂର ହେବ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ ଆମକୁ ଛୋଟିଆରୁ ଛୋଟିଆ ସମସ୍ୟା ହୋଇଥିଲେ ଆମେ କଣ କରୁ ମେଡ଼ିକାଲକୁ ଯାଇ ବଟିକା ନେଇକି ଆସିଥାଉ।ଆପଣ ମାନେ ଚିନ୍ତା କରିଛନ୍ତି କି ମେଡ଼ିକାଲର ବଟିକା ଜଣଙ୍କୁ କେତେଥର କାମ କରେ। କମସେ କମ ୭ ରୁ ୮ ଥର କାମ କରେ। ତାପରେ ଆଉ ସେଇଟା ଆଉ କାମ କରିବ ନାହିଁ ଆପଣଙ୍କ ପ୍ରତି। ଆପଣମାନେ ଜାଣିଥିବେ ମଧ୍ୟ ଯଦି ଯେଉଁ କୌଣସି ବ୍ୟକ୍ତି ଅତ୍ୟଧିକ ମେଡ଼ିସିନ ଖାଇବ ତାହେଲେ ତାକୁ ରିଏକସନ ମଧ୍ୟ କରିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଆୟୁର୍ବେଦିକ ଉପାୟ କହିବୁ ଆପଣ ମାନେ ଯଦି ଆୟୁର୍ବେଦିକର କିଛିବି ଖାଆନ୍ତୁ ଅଧିକ ଖାଇଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ତ ଆସନ୍ତୁ ଆମେ ଆପଣଙ୍କୁ କେତେଗୁଡିଏ ସହଜ ଉପାଉ କହିବୁ ଯାହା କେଉଁ ପରିପ୍ରେକ୍ଷୀରେ କଣ କରିବେ।

ଏମିତି ବହୁତ ମା ଭଉଣୀ ମାନେ ଅଛନ୍ତି ଯେଉଁମାନେ କି ଦିନ ମଜୁରିଆ। ସେମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାଇ ଖଟି ଥାନ୍ତି। ଆଉ ଯେତେବେଳେ ସେମାନେ ସନ୍ଧ୍ୟାରେ ଘରକୁ ଫେରନ୍ତି ତାଙ୍କ ଅଣ୍ଟା ବ୍ୟଥା ହୋଇଥାଏ। ଆଉ ଦେଖନ୍ତୁ ଆଜିକାଲି ତ ଆପଣମାନେ ଯେଉଁ ଦୁନିଆଭର ମେଡ଼ିସିନ ଆଣୁଛନ୍ତି ସେଇଟା ୫୦ ଟଙ୍କାରୁ ଅଧିକ ହୋଇଥିବ। ତାହା କାମ କଲେ କରିବ ନକଲେ ନାହିଁ। ଯଦି ଆପଣଙ୍କର ଅଣ୍ଟା ବ୍ୟଥା ହେଉଛି ତାହେଲେ ଗୋତେ କାମ କରିବେ ଏକ କପ ପାଣି ନେବେ ଆଉ କମସେ କମ ମାନେ ୧୦ ରୁ ୧୫ ଗ୍ରାମ ଗୋଟେ ଅଦା ପିସ ନେବେ।ତାକୁ ଛେଞ୍ଚି ଦେବେ। ତାପରେ ଏହାକୁ ଫୁଟେଇ ଦେବେ। ଏହାପରେ ଏହାକୁ ଛାଣି ଦେବେ। ଏହାପରେ ଏହାକୁ ଗୋଟେ ଚାମଚ ସୁଣ୍ଠି ନେଇ ଦେଖନ୍ତୁ ସୁଣ୍ଠି ଆପଣଙ୍କୁ ଯେକୌଣସି ଦୁକାନରୁ ମିଳିଯିବ। ଗୋଟିଏ ଚାମଚ ସୁଣ୍ଠି ନେବେ ଏବଂ ଆପଣଙ୍କୁ ସ୍ୱାଦ ଅନୁସାରେ ଲୁଣ ନେବାକୁ ପଡିବ। ଆଉ ଏହାକୁ ମିଶେଇ ଦେବେ। ଏବଂ ଏହାକୁ ପ୍ରତିଦିନ ଆପଣ ୨ ଥର ପିଇବେ ଦେଖିବେ ଆପଣଙ୍କ ଅଣ୍ଟା ବ୍ୟଥା ଠିକ ହୋଇଯିବ।

Google

ଦେଖନ୍ତୁ ତା ସହିତ ଆହୁରି ଗୋଟେ ମଧ୍ୟ ଔଷଧୀୟ ପ୍ରୟୋଗ ବିଧି କହୁଛୁ। ଦେଖନ୍ତୁ ଆଜିକାଲି ଛୋଟିଆ ହେଉ କିମ୍ବା ବଡ଼ଲୋକ ହେଉନ୍ତି ସମସ୍ତଙ୍କୁ ଗୋଟିଏ ସମସ୍ୟା ହେଉଛି ସେଇଟା ହେଉଛି କଫ। ଦେଖନ୍ତୁ ଆଜିକାଲି ଆମେ ଯାହା ଖାଇଥାଉ ଯାହାକି ଡାଇଯିନ ହୁଏନାହିଁ ଭଲ ଭାବରେ ସେଇଟା କଣ ହୁଏ ନାଁ ଆମର କଫ ହୁଏ। କିନ୍ତୁ ଯଦି ଏହି କଫକୁ ଦୂର କରିବା ପାଇଁ ଗୋଟେ ଉପାୟ କହିବୁ ଆପଣ ଯେଉଁ ସିରପ ବ୍ୟବହାର କରିବାକୁ ପଡିଥାଏ ଆପଣ ଅଦା ଟିଏ ନେବେ ମାତ୍ର ଗୋଟେ ପିସ ଅଦା ନେବେ। ସେଇଟାକୁ ଛେଞ୍ଚି ଛାଣିକି ରସ ବାହାର କରିନେବେ।ତାପରେ ସେହି ରସରେ କଣ କରିବେ ଅଧ ଚାମଚ ମହୁ ମିଶେଇ ନେବେ ଏବଂ ପ୍ରତିଦିନ ୨ ଥରରୁ ୪ ଥର ଯଦି ଆପଣ ଖାଇବେ ତାହେଲେ ଦେଖିବେ ଆପଣଙ୍କର କଫ ଯାହାକିଛି ଥିବ ଛାତିରେ ହେଉ କିମ୍ବା ଯେକୌଣସି ସ୍ଥାନରେ ଜମା ହୋଇଥିବ ସେଇଟା ଯେଉଁ ଆପଣ ମଳତ୍ୟାଗ କରନ୍ତି ତା ସହିତ ଏହି କଫ ମଧ୍ୟ ବାହାରିଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button