ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]

ରାୟଗଡା : ରାୟଗଡା ଜିଲ୍ଲା ଗୁଡାରୀ ଅନ୍ତର୍ଗତ ବିର୍ସାନଳା ବ୍ରିଜ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁସାରେ, ଏକ ବାଲି ବୋଝେଇ ଟ୍ରାକ୍ଚର ଏବଂ ସାଇକେଲ ମଧ୍ୟରେ ଧକ୍କା ହେବା ପରେ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ ଘଟିଛି । ତେବେ ସେହି ସ୍ଥାନରୁ ଟ୍ରାକ୍ଚରର ଡ୍ରାଇଭର ଜଣଙ୍କ ଘଟଣା ସ୍ଥଳରୁ ଫେରାର ଅଛି । ମୃତ ବାଳକ ଟିଦିଂପଦର ଗ୍ରାମର ମୋହନ ଶବର ବୋଲି ଜଣାପଡିଛି । ତେବେ ସେହି ଟ୍ରାକ୍ଚର ଟିକୁ ପୋଲିସ ଅଟକ ରଖିବା ସହିତ ଏହାର ତଦନ୍ତ ଆରମ୍ଭ କରି ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button