ଅପରାଧ

ସ୍ତ୍ରୀ ଶବ ସହ ତିନି ଦିନ! – Ibnodisha

[ad_1]

ଭୁବନେଶ୍ୱର : ମୈତ୍ରୀ ବିହାର ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ୱାମୀ, ଅଟକ ରଖିଲା ପୋଲିସ । ହତ୍ୟା ପରେ ସ୍ତ୍ରୀ ମୃତଦେହ ସହ ୩ ଦିନ ବିତିଇଥିଲା ସ୍ୱାମୀ । ହତ୍ୟା ପରେ ମୃତଦେହ ବନ୍ଦ ଘର ଭିତରେ ରଖିଥିଲା । ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।

ହୋଟେଲ ରୁମ୍ରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button