ଦେଶ

ବନ୍ଧୁକ ମୁନରେ ଲୁଟ – Ibnodisha

[ad_1]

ବେଙ୍ଗାଲୁରୁର : ବେଙ୍ଗାଲୁରୁର କୋଡିଗେହାଲୀ ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଲୁଟେରାଙ୍କ ଗୁଳି ମାଡରେ ଦୁଇ ଆହତ। ସୂଚନା ଅନୁସାରେ ଦେବୀନଗରରେ ଥିବା ଲକ୍ଷ୍‌ମୀ ଜୁଏଲର୍ସ ନାମକ ଅଳଙ୍କାର ଦୋକାନକୁ ଦୁଇଜଣ ଲୁଟେରା ଲୁଟିବାକୁ ଚେଷ୍ଟା କରିଥିଲେ । ସେମାନେ ଦୋକାନ ଭିତରକୁ ଆସି ମାଲିକକୁ ଟଙ୍କା ମାଗିଥିଲେ । ଏବଂ ଯେତେବେଳେ ମାଲିକ ଟଙ୍କା ଦେବାକୁ ମନା କରିଦେଇଥିଲେ । ସେତେବେଳେ ଲୁଟେରାମାନେ ଗୁଳି ଚଳାଇଥିଲେ । ଏବଂ ଲୁଟେରାଙ୍କ ଗୁଳିଚାଳନାରେ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ । ତେବେ ଆହତ ଦୁଇଜଣଙ୍କ ନାଁ ଆପୁରାମ ଓ ଆନନ୍ଦ୍ରମ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button