ରାଜ୍ୟ

ସଡକ ଦୁର୍ଘଟଣା : ୫ ଛାତ୍ରଛାତ୍ରୀ ଆହତ – Ibnodisha

[ad_1]

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ସ୍ଥିତ ରାଇସ ମିଲ ସମ୍ମୁଖରେ ଘଟିଛି ସଡକ ଦୁର୍ଘଟଣା । ସୂଚନା ଅନୁସାରେ ଧାମନଗର ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ଅଟୋ ଆସିଥିଲା । ଏବଂ ପିଲାମାନଙ୍କୁ ନେଇ ଫେରୁଥିବା ସମୟରେ ଆରଡି ଅଭିମୁଖେ ଯାଉଥିବା ଏକ କାର ଅଟୋକୁ ଧକ୍କା ଦେଇଥିଲା । ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିିଲେ । ଏବଂ ଆହତ ଛାତ୍ରଛାତ୍ରୀଙ୍କୁ ବାରିକପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଧାମନଗର ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button