ଦେଶ

ମଣିପୁରରେ ଭୁକମ୍ପର ଝଟକା ଅନୁଭୂତ – Ibnodisha

[ad_1]

ମଣିପୁର : ଶୁକ୍ରବାର ସକାଳ ୬ଟା ୫୬ ମିନିଟ୍‌‌ରେ ମଣିପୁରର ଉଖରୁଲ ନିକଟରେ ଏହି ଭୁକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ହେବ ଫଳରେ ସ୍ଥାନୀୟ ଲୋକେ ସଂଗେ ସଂଗେ ଘରୁ ବାହାରକୁ ପଳାଇଆସିଥିଲେ।ଏହା ଫଳରେ ସ୍ଥାନୀୟ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା । ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଉଖରୁଲରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ କମ୍‌‌ ତୀବ୍ରତା କାରଣରୁ ଧନଜୀବନ ହାନୀ ହୋଇନଥିବା ସୂଚନା ମିଳିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button