ଦେଶ
ବିଜେବିରେ ଯୋଗଦେଲେ ଅନୁରାଧା ପୌଡୱାଲ୍ – Ibnodisha

[ad_1]

ନୂଆଦିଲ୍ଲୀ : ୮୦ ଓ ୯୦ ଦଶକରେ ହିଟ୍ ଗୀତ ଏବଂ ଭକ୍ତି ସଙ୍ଗୀତ ପାଇଁ ଜଣାଶୁଣା ଭେଟେରାନ୍ ଗାୟିକା ଅନୁରାଧା ପୌଡୱାଲ୍ ଶନିବାର ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି । ପୌଡୱାଲ୍ କହିଛନ୍ତି ଯେ ମୋର ସନାତନ ଧର୍ମ ସହିତ ଗଭୀର ସମ୍ପର୍କ ରହିଛି ଓ ମୁଁ ଏହି ଦଳରେ ଯୋଗ ଦେଇ ବହୁତ ଖୁସି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଖୁସି ଯେ ମୁଁ ଯେଉଁ ସରକାରରେ ଯୋଗ ଦେଉଛି, ଯାହାର ସନାତନ (ଧର୍ମ) ସହିତ ଗଭୀର ସମ୍ପର୍କ ଅଛି ।
The post ବିଜେବିରେ ଯୋଗଦେଲେ ଅନୁରାଧା ପୌଡୱାଲ୍ appeared first on ONA KHABAR.
[ad_2]




