IBN ଓଡ଼ିଶା ବ୍ୟୁରୋ

ଜାଣି ନିଅନ୍ତୁ ଓରାଲ ସେକ୍ସ କରିବାର ନିୟମ, ଏମିତି ଭୁଲ କରିଦେଲେ ହୋଇଯିବ ବଡ଼ ସମସ୍ୟା, ଜାଣି ରଖନ୍ତୁ ଏହି କିଛି ଟିପ୍ସ

ମଣିଷ ପାଇଁ ଖାଦ୍ୟ ଏବଂ ପିଇବା ପାଣି ଭଳି ସେକ୍ସ ମଧ୍ୟ ଏକ ଆବଶ୍ୟକ ଅଟେ। ଏକ ପ୍ରଜନନ ପ୍ରକ୍ରିୟା ହୋଇଥିବା ବେଳେ ମଣିଷକୁ ଚରମ ସୁଖଃ ମଧ୍ୟ ପ୍ରଦାନ କରିଥାଏ। ତେବେ, ବର୍ତ୍ତମାନ ସମୟରେ ଲୋକେ ଅଧିକ ମଜା ନେବା ପାଇଁ ଏବଂ ନିଜର ଫ୍ୟାନ୍ଟାସି ପୂରଣ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ସେକ୍ସ କରିବା ପାଇଁ ଚେଷ୍ଟା କରୁଛନ୍ତି।

Sex

ଏହାରି ମଧ୍ୟରୁ ଓରାଲ ସେକ୍ସ ଅଥବା ମୁଖ ମୈଥୁନ ଅନ୍ୟତମ। ଏହି ପ୍ରକାର ଯୌନ ସମ୍ପର୍କରେ ଉଭୟ ପୁରୁଷ ଏବଂ ସ୍ତ୍ରୀ ସେମାନଙ୍କ ପାର୍ଟନରଙ୍କର ଯୌନାଙ୍ଗକୁ ଚୁମ୍ବନ ଦେବା ଏବଂ ଚାଟିବା ଭଳି କାର୍ଯ୍ୟ କରି ଯୋୖନ ସୁଖଃ ପ୍ରଦାନ କରିଥାନ୍ତି। ଏହା ଏକ ଭିନ୍ନ ପ୍ରକାରର ଫ୍ୟାନ୍ଟାସି ହୋଇଥିବା ବେଳେ ସମସ୍ତଙ୍କୁ ଏହା ପସନ୍ଦ ଆସିନଥାଏ।

ଏହି ସେକ୍ସ କରିବାର ପ୍ରଥମ ସୋପାନ ହେଉଛି ଆପଣ ଆପଣଙ୍କ ସାଥି ସହିତ ଏଥିନେଇ ଖୋଲାଖୋଲି ଭାବରେ କଥା ହେବା ଉଚିତ। ଆପଣଙ୍କ ସାଥି ଏହା କରିବାରେ କେତେ ମାତ୍ରାରେ ସମ୍ମତି ପ୍ରକାଶ କରୁଛନ୍ତି ତାହା ଜାଣିବା ନିତ୍ୟାନ୍ତ ଜରୁରୀ ଅଟେ। ଏହା ନ କରି ଓରାଲ ସେକ୍ସ କରିବା ଦ୍ୱାରା ଆପଣଙ୍କର ଆପଣଙ୍କ ସାଥିଙ୍କ ସହିତ ସମ୍ପର୍କ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Oral sex

ଜଣେ ମହିଳା ଏହି ପଦ୍ଧତି ମାଧ୍ୟମରେ ନିଜ ପୁରୁଷ ପାର୍ଟନରଙ୍କୁ ମୁଖ ମୈଥୁନ ସୁଖଃ ଦେଇ ପାରିବେ। ମହିଳା ଜଣକ ପୁରୁଷଙ୍କର ଯୌନାଙ୍ଗକୁ ହାତରେ ଧରି ଧିରେ ଧିରେ ଏହାକୁ ଉତ୍ସାହିତ କରିବେ। ଯାହାଫଳରେ ଏହା ଶକ୍ତ ହେବା ସହିତ ଆକାରରେ ମଧ୍ୟ ବଡ଼ ହୋଇ ପାରିବ। ଏହାପରେ ମହିଳା ଜଣକ ଏହାକୁ ନିଜ ମୁହଁରେ ନେଇ ଚୁମ୍ବନ ଦେବା ସହିତ ଧୀରେ ଧୀରେ ଏହାକୁ ଚାଟିବା ଆରମ୍ଭ କରିବେ। ପୁରୁଷ ଯୌନାଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ହେତୁ ଓରାଲ ସେକ୍ସ ସମୟରେ ଯେପରି ଏଥିରେ ଦାନ୍ତ ନ ବାଜିବ ତାହା ଧ୍ୟାନ ରଖିବା ଉଚିତ।

Oral

ସେହିଭଳି ଭାବରେ ଜଣେ ପୁରୁଷ ନିଜ ମହିଳା ସାଥୀଙ୍କ ସହିତ ଓରାଲ ସେକ୍ସ କରିବା ସମୟରେ କିଛି ଜରୁରୀ କଥା ମନେ ରଖିବା ଉଚିତ୍। ପୁରୁଷ ଜଣକ ଧୀରେ ଧୀରେ ମହିଳାଙ୍କ ଜଙ୍ଘକୁ ଚୁମ୍ବନ ଦେବା ସହିତ ତାଙ୍କୁ ଉତ୍ସାହିତ କରିବେ। ଏହା ପରେ ଧୀରେ ଧୀରେ ମହିଳାଙ୍କ ଯୋନୀକୁ ଖୋଲିବା ସହିତ ନିଜ ଜିଭରେ ଧୀରେ ଧୀରେ ଚାଟିବା ଆରମ୍ଭ କରିବେ। ଆଗକୁ ଚାଟିବାର ଗତି ବଢାଇବା ସହିତ ଆପଣ ନିଜ ସାଥିଙ୍କୁ ଚରମ ସୁଖଃ ପ୍ରଦାନ କରି ପାରିବେ।

Sex

ତେବେ, ଓରାଲ ସେକ୍ସ ସମୟରେ ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସଚେତନ ରହିବା ଉଚିତ। ସେକ୍ସ କରିବା ପୂର୍ବରୁ ଉଭୟେ ନିଜ ନିଜର ଯୌନାଙ୍ଗକୁ ଭଲ ଭାବରେ ସଫା କରିବା ଉଚିତ। ଏହା ବ୍ୟତୀତ ଆପଣ ଓରାଲ ସେକ୍ସ ସମୟରେ କଣ୍ଡୋମ ମଧ୍ୟ ବ୍ୟବହାର କରି ପାରିବେ। ଏହା ଆପଣଙ୍କୁ ଯୌନ ସଂକ୍ରମଣ (STI) ରୋଗ ଗୁଡିକ ଠାରୁ ରକ୍ଷା କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button