ଦେଶ

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଶାହଡୋଲର ପାକରିଆ ଗ୍ରାମ ପରିଦର୍ଶନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମଧ୍ୟପ୍ରଦେଶ ଶାହଡୋଲର ପାକରିଆ ଗ୍ରାମ ପରିଦର୍ଶନ କରିଛନ୍ତି ।

ପାକରିଆ ଗ୍ରାମରେ ପ୍ରଧାନମନ୍ତ୍ରୀ ଆଦିବାସୀ ନେତା, ପିଇଏସଏ କମିଟି ସଦସ୍ୟ, ଏସଏଚଜିର ଲକ୍ଷପତି ଦିଦି ଏବଂ ଫୁଟବଲ ଖେଳାଳିଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button