IBN ଓଡ଼ିଶା ବ୍ୟୁରୋ

ଶେଷରେ ସତ ସାମ୍ନା କୁ ଆସିଲା, ଦୀପିକା ଙ୍କ ପିଲାର ବାପାର ପ୍ରକୃତ ପରିଚୟ ମିଳିଲା ।

ନମସ୍କାର ବନ୍ଧୁଗଣ । ଏବେ ଆସି ଯାଇଛି ଦୀପିକା ଓ ଦିନେଶ ଙ୍କ DNA ରିପୋର୍ଟ । ସବୁ ସତ ରିପୋର୍ଟ ରେ ଜଣା ପଡି ଯାଇଛି । ଦିନେଶ ଓ ଦୀପିକା ହିଁ ପିଲାର ବାପା ମା । ଦର୍ଶକ ବନ୍ଧୁ ଗତ କିଛି ମାସ ତଳେ ବ୍ରହ୍ମପୁର ବଡ ବଜାର ଜେସୀ ବେହେରା ସାହି ରେ ନିଜ ପୁଅର ପିତୃତ୍ଵ ଦାବି କରି ଦିନେଶ ନାମକ ଯୁବକ ଙ୍କ ଘର ଆଗରେ ଧାରଣା ରେ ବସିଥିଲେ ଦୀପିକା । ଦିନେଶ ସହ ଦୀପିକାଙ୍କର ପ୍ରେମ ସମ୍ପର୍କ ଥିଲା ଓ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଦୁହିଙ୍କର ଏକ ପୁଅ ଜନ୍ମ ହୋଇଥିଲା ବୋଲି ଦୀପିକା ଦାବି କରିଥିଲେ ।ଆଉ ଯାହା ପାଇଁ ଖରା ବର୍ଷ ମଦ ଖାଇ ଦୀର୍ଘ ଦିନ ଧରି ଦୀପିକା ଦିନେଶଙ୍କ ଘରେ ଆଗରେ ବସି ଧାରଣା ଦେଇଥିଲେ । ହେଲେ ଏ କଥାକୁ ଦିନସେହ ଓ ତାଙ୍କ ପରିବାର ଅସ୍ଵୀକାର କରିଆ ଆସୁଥିଲେ । ଏହାରି ଭିତରେ ଗତ କାଲି ଦୀପିକା ଦିନେଶ ଙ୍କ ଘର ଆଗରେ ବସି ତାଙ୍କ DNA ରିପୋର୍ଟ ଆସିଛି ଓ ରିପୋର୍ଟ ରୁ ସ୍ପଷ୍ଟ ହୋଇଛି କି ଦିନେଶ ହିଁ ତାଙ୍କ ପିଲାର ବାପା ।2021ରେ ହୋଇଥିବା ମାମଲାରେ ରାଜ୍ୟ ଫରେନସିକ ଲାବ୍ରୋଟୋରି ଏହି ରିପୋର୍ଟ ଦେଇଛନ୍ତି । ଆଉ ଏହାର ସାଟିଫାୟାଡ କପି ଥାନାରୁ ଆଣିଛନ୍ତି ଦିନେଶ ଙ୍କ ଘର ଆଗରେ ବସିଥିବା କେ ଦୀପିକା । ଏ ନେଇ ଦୀପିକା ଗଣମାଧ୍ୟମରେ କହିଛନ୍ତି ଯେ DNA ରିପୋର୍ଟ ମୁଁ ଧରିକି ବସିଛି । କାରଣ ଦିନେଶ ଓ ତାଙ୍କ ପରିବାର ମୋତେ ବହୁତ ନିର୍ଯ୍ୟାତନା ଦେଇଛନ୍ତି ।ଯଦି କାହା ସହ ଜଣଙ୍କର ସମ୍ପର୍କ ନ ଥାନ୍ତା ତେବେ କେହି ବି କାହାଘର ଆଗରେ ବସିବା ନାହିଁ କି ତାର ହକ ମାଗିବ ନାହିଁ । ଆଉ କେହି ଝିଅ ଏମିତି କାହିଁକି କରିବେ ? ଯେହେତୁ ମୋତେ ମିଛ ପ୍ରତିସୃଷ୍ଟି ଦେଇ ମୋ ଲାଇଫ ସହ ମୋ ପିଲା ସହ ଖେଳୁଛି । ମୋ ପିଲାର ଭଲ ମନ୍ଦ କେହି ବୁଝୁ ନାହାନ୍ତି । ସମାଜରେ ବଞ୍ଚିବା କଷ୍ଟ ହେଉଛି ।ମୁଁ ଏବେ ଦେଖାଇ ପାରିବି ସମାଜକୁ ମୋ ସ୍ଵାମୀ ଓ ତା ପରିବାର ମୋ ସହ କମ ଗେମ ଖେଳିଛନ୍ତି । କେଉଁ ଟାଇପର ନିର୍ଯ୍ୟାତନା ଦେଇଛନ୍ତି । ମରୀଚ ପାଣି ଆଣି ପକାଉଛନ୍ତି । ତାଙ୍କ ଘରକୁ ଯିବାର ମୋର ହକା ଅଛି । ଆଜି ତ ସୋ ଆଉଟ କରିଲି । ଯେହେତୁ ମୁଁ କୋର୍ଟ କୁ ବିଶ୍ଵାସ କରୁଛି ସେଥିପାଇଁ ଆଇନ ର ସାହାରା ମୁଁ ନେବି ।ମୁଁ ବାହାରେ ବସି ଧାରଣା ଦେବୀ ଯେ ପର୍ଯ୍ଯନ୍ତ ସେ ମୋତେ ଓ ପିଲା କୁ ଗ୍ରହଣ କରି ନାହାନ୍ତି । ତେବେ ଦୀପିକା ଙ୍କ ପିଲାର ବାପା ଦିନେଶ ବୋଲି DNA ରିପୋର୍ଟ ସ୍ପଷ୍ଟ ଅରିଥିବା ବେଳେ ଦୀପିକା ଓ ତାଙ୍କ ପୁଅ କୁ ଅଧିକାର କେବେ ମିଳୁଛି ଦେଖିବାକୁ ବାକି ରହିଲା ।ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button