ଦେଶ

ଫାଟିଲା ଇଲେକ୍ଟ୍ରି ସ୍କୁଟର ; ୩ ଗୁରୁତର – Ibnodisha

[ad_1]

ଥାନେ : ଇଲେକ୍ଟ୍ରି ସ୍କୁଟରର ବ୍ୟାଟେରୀ ଫାଟିଯାଇଛି ଯାହାଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଗୋଟେ ଇଲେକ୍ଟ୍ରି ସ୍କୁଟର ବ୍ୟାଟେରୀ ଫାଟିଯାଇଛି । ଯାହାଫଳରେ ସ୍କୁଟରଟିରେ ନିଆଁ ଲାଗିଯାଇଥିଲା । କିଛି ସମୟ ମଧ୍ୟରେ ସ୍କୁଟରଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବାର ଖବର ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ସକ୍ଷମ ହୋଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button