ଅପରାଧ

ପଞ୍ଚଲିଙ୍ଗେଶ୍ବର ମନ୍ଦିରରୁ ଲୁଟ – Ibnodisha

[ad_1]

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ପଞ୍ଚଲିଙ୍ଗେଶ୍ବର ମନ୍ଦିର ଶୌବପୀଠରେ ଲୁଟ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟରେ ଦୁଇ ବନ କର୍ମଚାରୀଙ୍କୁ ଶିକାରୀ ଗୁଳିମାରି ଆକ୍ରମଣ କରିବା ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ମଙ୍ଗଳବାର ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଦୁର୍ବୃତ୍ତମାନେ ମାତିଛତିନ୍ତି । ପୀଠରେ ଥିବା ହୁଣ୍ଡିବାକ୍ସକୁ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଟି ଥିବା ଜଣାପଡିଛି। ଅଭୟାରଣ୍ୟ ସୀମାନ୍ତରେ ଥିବା ଏହି ଶୈବପୀଠରେ ଏଭଳି ଅଘଟଣ ଘଟିବା କିଭଳି ବନ ବିଭାଗ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଘଟଣାକୁ ନେଇ ନୀଳଗିରି ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟ ଏବେ ବିପଦ ରେ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button