ଖେଳ
ଅଧିନାୟକ ପଦ ଛାଡିଲେ ଧୋନି – Ibnodisha

[ad_1]
ନୂଆଦିଲ୍ଲୀ : ଆଇପିଏଲ୍ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ପଦ ଛାଡିଲେ ଧୋନି । ଆସନ୍ତାକାଲି ଉଦଘାଟନୀ ମ୍ୟାଟ୍ ପୂର୍ବରୁ ଅଧିନାୟକ ପଦ ଛାଡିଲେ । ଧୋନିଙ୍କ ସ୍ଥାନରେ ଅଧିନାୟକ ହେବେ ରୁତୁରାଜ ଗାଏକ୍ୱାଡ୍ । ଧୋନିଙ୍କ ନେତୃତ୍ୱରେ ୫ଥର ଟାଇଟଲ ଜିତିଛି ଚେନ୍ନାଇ ।
ଟେଷ୍ଟ ସିରିଜ୍ରୁ ଆହତ ମୁଶଫିକୁର୍ ରହିମ୍ ବାଦ୍
[ad_2]