Uncategorized

ଦେଖନ୍ତୁ ଭିଡ଼ିଓ: ହସ୍ତମୈଥୁନ (Masturbation) କଲେ ସ୍ପର୍ମ କାଉଣ୍ଟ କମେ କି? ଜାଣନ୍ତୁ କଣ କହୁଛନ୍ତି IVF Specialist ଡାକ୍ତର

ହସ୍ତମୈଥୁନ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ପସନ୍ଦ ବା ନାପସନ୍ଦ ହୋଇଥାଏ। କିନ୍ତୁ ନିୟମିତ ହସ୍ତମୈଥୁନ କରିବା କେତେକ ଡାକ୍ତର ଠିକ୍ ବୋଲି କହୁଥିବା ବେଳେ, ଅନ୍ୟ କେତେ ଜଣ ଏହାକୁ ଏକ ମାନସିକ ରୋଗ ବି କୁହନ୍ତି। ତେବେ କ୍ୟାନ୍ସର ଭଳି ଏକ ବଡ ବ୍ୟାଧିରୁ ହସ୍ତମୈଥୁନ ରକ୍ଷା କରିପାରେ ବୋଲି ଅନେକ ଅଭିଜ୍ଞ ଡାକ୍ତର ମତ ଦେଇଛନ୍ତି।

ଏହା ଚିନ୍ତା ବା ଚାପରୁ ମୁକ୍ତି ଦେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ସାହାଯ୍ୟ କରିଥାଏ ବୋଲି ବି ରିସର୍ଚ୍ଚରୁ ଜଣାପଡିଛି। ତେବେ ଏସବୁ ମଧ୍ୟରେ ଏକ ପ୍ରଶ୍ନ ସେମାନଙ୍କର ମନରେ ଆସିଥାଏ, ଯେଉଁମାନେ କି ଅତ୍ୟଧିକ ହସ୍ତମୈଥୁନ ବା Masturbation କରନ୍ତି। ଆଉ ସେହି ପ୍ରଶ୍ନ ଟି ହେଲା , କଣ ଅତ୍ୟଧିକ ହସ୍ତମୈଥୁନ କଲେ ସ୍ପର୍ମ କାଉଣ୍ଟରେ କିଛି ପ୍ରଭାବ ପଡେ କି ?

ତେବେ ଏହି ପ୍ରଶ୍ନର ଉତ୍ତର ଜଣେ ମହିଳା IVF Specialist ଡାକ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆପଣ ବହୁତ କମ ବୟସରୁ ନିଜର ହସ୍ତମୈଥୁନ ବା Masturbation ଆରମ୍ଭ କରିଛନ୍ତି, ତେବେ ନିଶ୍ଚିତ ରୂପେ ସ୍ପର୍ମ କାଉଣ୍ଟରେ ଅଧିକ ପ୍ରଭାବ ପକାଇବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button