Uncategorized

କମ ବୟସରେ ହା-ର୍ଟଆ-ଟାକର ଆ-ଶଙ୍କା ବଢାଇଥାଏ ଏହି ୪ଟି ଅଭ୍ଯାସ, ଯୁବକ ହେଉଛନ୍ତି ଅଧିକ ଶି-କାର

କୁହାଯାଏଯେ, ଆଜି ଆପଣ ଯାହା କରନ୍ତି, ତାହାର ପରିଣାମ ଆପଣଙ୍କୁ ଭବିଷ୍ୟତରେ ଭୋଗିବାକୁ ପଡିବ, ସେ ଭଲ ଅଭ୍ୟାସ ହେଉ କି ଖରାପ ଅଭ୍ୟାସ ହେଉ। ଆଜ୍ଞା ହଁ, ବହୁତ୍ ଥର ଅଳ୍ପ ବୟସରେ କରାଯାଇଥିବା ଅନେକ ତ୍ରୁ-ଟି ଆଗକୁ ଯାଇ ଆମକୁ କ୍ଷ-ତି ପହଞ୍ଚାଏ। ଅନେକ ଲୋକଙ୍କର ୫୦ ବର୍ଷ ବୟସରେ ପହଞ୍ଚିବା ପରେ ହୃଦୟ ସମ୍ବନ୍ଧୀୟ ରୋଗ ହୋଇଥାଏ। କିନ୍ତୁ ସେମାନଙ୍କ ପଛରେ ଥିବା କାରଣ ମଧ୍ୟ ଆପଣ ଜାଣି ନଥିବେ

ବାସ୍ତବରେ, ୨୦ ରୁ ୩୦ ବର୍ଷ ବୟସରେ, ଆପଣ କିଛି ଏମିତି ଭୁଲ୍ କରନ୍ତି, ଯାହାକୁ ପରେ ଆପଣଙ୍କୁ ଭୋଗିବାକୁ ପଡେ। ଏହି ବିଷୟରେ ହୃଦ୍‌ରୋଗ ବିଶେଷଜ୍ଞ କହିଛନ୍ତି ଯେ, କେଉଁ ଖରାପ ଅଭ୍ୟାସ ହେତୁ ଆପଣଙ୍କୁ ହୃଦୟ ସମସ୍ୟା ହୋଇଥାଏ ଏବଂ ଏହା ବିଷୟରେ ଡାକ୍ତରମାନେ କ’ଣ କହିଛନ୍ତି ଆସନ୍ତୁ ଜାଣିବା ..

ଅଧିକ ଚାପ(Stress):-

ଚାପ ନେବା କୌଣସି ବୟସ ପାଇଁ ଭଲ ନୁହେଁ, କିନ୍ତୁ ଅଳ୍ପ ବୟସର ଲୋକମାନେ ଅଧିକ ଚିନ୍ତା କରିଥାନ୍ତି। ଯେଉଁ କାରଣରୁ ସେମାନେ ଉ-ଦାସୀ-ନତା-ର ଶି-କାର ହୁଅନ୍ତି ଏବଂ ସେମାନଙ୍କୁ ହୃ-ଦରୋ-ଗ ଘେରି ରହିଥାନ୍ତି ଏବଂ ହୃ-ଦଘା-ତ ହେବାର ଆ-ଶଙ୍କା ଅଧିକ ବଢିଯାଏ।

Google

ଚାପ ଯୋଗୁଁ ହୃଦୟ କାହିଁକି ବି-ପଦରେ?

ବାସ୍ତବରେ, ଟେନ-ସନ(Tension)ରେ କ୍ରୋ-ଧିତ ହେବା ସ୍ୱାଭାବିକ ଅଟେ, କିନ୍ତୁ ଏହିଭଳି ପରିସ୍ଥିତିରେ ଆପଣଙ୍କୁ ଉଚ୍ଚ ର-କ୍ତଚା-ପ(Highbloodpressure)ର ସମସ୍ୟା ମଧ୍ୟ ହେବାକୁ ଲାଗେ। ଆହୁରି ମଧ୍ୟ, କର୍ଟିସୋଲ(Cortisol)ର ଉଚ୍ଚ ସ୍ତର ଆପଣଙ୍କ କୋଲେଷ୍ଟ୍ରଲ(Cholestrol) ସ୍ତର ସହିତ ଆପଣଙ୍କ ର-କ୍ତଚା-ପକୁ ମଧ୍ୟ ବଢାଇଥାଏ। କେଉଁ କାରଣରୁ ଆପଣଙ୍କ ଶରୀରରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ଉପୁଜିବାକୁ ଲାଗେ, ତେଣୁ, ଯୁବକମାନେ ଚାପକୁ ଏଡ଼ାଇବା ଉଚିତ୍ ଏବଂ ମନକୁ ଶାନ୍ତ ରଖିବା ପାଇଁ ଯୋଗ କରିବା ଉଚିତ।

ସ୍ମକିଙ୍ଗ(Smoking):-

ଡାକ୍ତରଙ୍କ ମୁତାବିକ ଧୂ-ମପା-ନ ଯୁବକଙ୍କର ସବୁଠାରୁ ଖରାପ ଅଭ୍ଯାସ ଅଟେ କାରଣ ଏହା କେବଳ ଆପଣଙ୍କର ବର୍ତ୍ତମାନ ନୁହେଁ ବରଂ ଭବିଷ୍ୟତକୁ ମଧ୍ୟ କ୍ଷ-ତ ପହଞ୍ଚାଇଥାଏ। କିନ୍ତୁ ଆପଣଙ୍କୁ ଜଣାଇଦେଉଛୁକି ଧୂ-ମପା-ନ କେବଳ ହୃଦୟ ସମ୍ବନ୍ଧିତ ରୋଗ ନୁହେଁ ବରଂ ହୃତପିଣ୍ଡ କ୍ୟାନ-ସରର ସମସ୍ଯା ସହିତ ପ୍ରଜ-ନନ କ୍ଷମ-ତାକୁ ମଧ୍ୟ ପ୍ରଭାବିତ କରିଥାଏ। ସେଥିପାଇଁ ଚେଷ୍ଟା କରନ୍ତୁକି ଧୂ-ମପା-ନ ଅଭ୍ଯାସ ଛାଡିବା ପାଇଁ।

ପୌଷ୍ଟିକ ଜିନିଷ ସେବନ କରନ୍ତୁ ନାହିଁ:-

ସବୁବେଳେ ଆମକୁ ସ୍ଵସ୍ଥ ରହିବା ପାଇଁ ପୌଷ୍ଟିକ ଜିନିଷର ସେବନ କରିବାକୁ କୁହଜେ। କିନ୍ତୁ ଯୁବ ନିଜେ ନିଜର ଖାଇବା-ପିଇବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଓ ଘରେ ପ୍ରସ୍ତୁତ ହେଉଥିବା ପରିବା ତରକାରୀ ସେବନ କରିବା ପରିବର୍ତ୍ତେ ବାହାରର ଜଙ୍କ ଫୁଡ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ଯେଉଁ କାରଣରୁ ଭରପୁର ମାତ୍ରାରେ ପୋଷକ ତତ୍ଵ ମିଳିପାରେନାହିଁ। ରୋଗ ଆ-କ୍ରାନ୍ତ କରେ ଓ ସ୍ୱାସ୍ଥ୍ୟ ଖରାପ ହୋଇଯାଏ।

ସେଥିପାଇଁ ଏକ୍ସପୋର୍ଟ୍ସଙ୍କ କହିବା କଥାକି ନିଜର ଭୋଜନରେ ସମୁଚିତ ମାତ୍ରାରେ ପରିବା ଓ ଫଳ ସେବନ କରିବା ଉଚିତ। କାରଣ ପନିପରିବାକୁ ଅବହେଳା କରୁଥିବା ଲୋକଙ୍କର ତୁଳନାରେ ହୃ-ଦୟ ପ୍ରତି ବି-ପଦ ଓ କ୍ୟାନ-ସର ହେବାର ବି-ପଦ କମ ରୁହେ। ଆଇରନ(Iron), ଫାଇବାର(Fibre), ପୋଟାସିୟମ(Pottassium), ମ୍ୟାଗ୍ନେସିୟମ(Magnesium), ଭିଟାମିନ କେ ସହିତ ସମସ୍ତ ପୋଷକ ତତ୍ଵରେ ଭରପୁର ପରିବା ଓ ଫଳରେ କିଛି ଗୁଣ ମଧ୍ୟ ମିଳିଥାଏ, ଯାହାଦ୍ୱାରା ଆପଣଙ୍କ ହୃଦୟ ସ୍ଵସ୍ଥ ରହିଥାଏ ଓ ହା-ର୍ଟଆ-ଟାକର ସମ୍ଭାବନା କମ ଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button