IBN ଓଡ଼ିଶା ବ୍ୟୁରୋ

ଏହି ୫ ଟି ଖାଦ୍ୟ ହାଡରୁ କ୍ୟାଲସିୟମ୍ ନଷ୍ଟ କରେ, ଶରୀର ଦୁର୍ବଳ ହେବା ସହିତ ନଷ୍ଟ ହୋଇଯାଏ ହାଡ଼

ଏକ ସୁସ୍ଥ ଶରୀର ପାଇଁ ମଜବୁତ ହାଡ଼ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ହାଡ଼ ମଜବୁତ ରହିଲେ ହିଁ ମଣିଷ ଦୀର୍ଘାୟୁ ହେବା ସହିତ ସୁସ୍ଥ ଜୀବନଯାପନ କରିପାରିବ। ତେବେ, ସବୁଠାରୁ ବଡ଼ କଥା ହେଉଛି ଆମ୍ଭେ ପ୍ରତିଦିନ ଖାଉଥିବା କିଛି ଖାଦ୍ୟ ହିଁ ଶରୀରର ହାଡ଼ ଉପରେ କୁପ୍ରଭାବ ପକାଉଅଛି।

Bone problem

୧. ପ୍ରତିଦିନ ଖାଦ୍ୟରେ ଆମେ ଲୁଣ ବ୍ୟବହାର କରିଥାଉ। କିନ୍ତୁ, କଣ ଆପଣ ଜାଣନ୍ତି କି ଅଧିକ ପରିମାଣର ଲୁଣ ଖାଇବା ହାଡ଼ ପ୍ରତି କ୍ଷତିକାରକ ଅଟେ? ଆଜ୍ଞା ହଁ, ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ୍ ପରିମାଣ କମିବାକୁ ଲାଗିଥାଏ।

Salt

୨. ସମାନ ଭାବରେ ଅଧିକ ମିଠା ଖାଇବା ଦ୍ୱାରା ମଧ୍ୟ ହାଡ଼ରୁ କ୍ୟାଲସିୟମ୍ ଖେୟ ହୋଇଥାଏ।

Sugar

୩. ପ୍ରାୟତଃ ଲୋକେ କଫି ଏବଂ ଡ଼ାର୍କ ଚକୋଲେଟ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ, ଏଥିରେ ରହିଥିବା କ୍ୟାଫିନ୍ ଶରୀର ପାଇଁ ବେସ୍ ଉପଯୋଗୀ ହୋଇଥିଲେ ହେଁ ଏହାର ବହୁଳ ବ୍ୟବହାର ଶରୀରରେ କ୍ୟାଲସିୟମ୍ ଖେୟ କରିଥାଏ।

Coffee

୪. ସେହିପରି ଭାବରେ ଆପଣ ମୃଦୁପାନୀୟ ପିଉଥିଲେ ମଧ୍ୟ ସାବଧାନ ରୁହନ୍ତୁ! କାରଣ ଏଥିରେ ରହିଥିବା ଚିନି, କଫିନ୍ ଏବଂ ଫସଫୋରିକ୍ ଏସିଡ୍ ମଧ୍ୟ ହାଡ଼କୁ କ୍ଷତି ପହଞ୍ଚାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button