ବଡ଼ ଖବର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି; କିଏ କେଉଁଠି ଲଢିବେ ଜାଣନ୍ତୁ…. – Ibnodisha

[ad_1]
ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।
କିଏ କେଉଁଠି ଲଢିବେ ଜାଣନ୍ତୁ
ସୋନପୁର: ନିରଞ୍ଜନ ପୂଜାରୀ
ପାଟଣାଗଡ଼: ସରୋଜ ମେହେର
ବଲାଙ୍ଗୀର: କଳିକେଶ ସିଂହଦେଓ
ଭବାନୀପାଟଣା:ପୁଷ୍ପେନ୍ଦ୍ର ସିଂଦେଓ
ବାଙ୍କୀ: ଦେବୀରଞ୍ଜନ ତ୍ରିପାଠୀ
ପାଟକୁରା: ଅରବିନ୍ଦ ମହାପାତ୍ର
ବିଷମକଟକ: ଜଗନ୍ନାଥ ସାରକା
ଗୁଣପୁର: ରଘୁନାଥ ରଘୁନାଥ ଗମାଙ୍ଗୋ
ରାୟଗଡ଼ା: ଅନୁସୟା ମାଝୀ
ବରଗଡ଼: ଦେବେଶ ଆଚାର୍ଯ୍ୟ
ବିଜେପୁର: ରିତା ସାହୁ
ଅତାବିରା: ସ୍ନେହାଙ୍ଗିନୀ ଛୁରିଆ
ଭଟଲି: ସିଶାନ୍ତ ସିଂହ
ଜଳେଶ୍ୱର:ଅଶ୍ୱିନୀ ପାତ୍ର
ବସ୍ତା: ସୁବାସିନୀ ଜେନା
ଭଣ୍ଡାରିପୋଖରୀ: ସଞ୍ଜୀବ ମଲ୍ଲିକ
ଭଦ୍ରକ: ପ୍ରଫୁଲ୍ଲ ସାମଲ
ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ
ଧାମନଗର: ସଞ୍ଜୟ ଦାସ
ଚାନ୍ଦବାଲି: ବ୍ୟୋମକେଶ ରାୟ
ବିଞ୍ଝାରପୁର: ପ୍ରମିଳା ମଲ୍ଲିକ
ଧର୍ମଶାଳା: ପ୍ରଣବ ବଳବନ୍ତରାୟ
ଯାଜପୁର: ସୁଜାତା ସାହୁ
ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼ାଇ
ଢେଙ୍କାନାଳ: ସୁଧୀର ସାମଲ
କାମାକ୍ଷାନଗର: ପ୍ରଫୁଲ୍ଲ ମଲ୍ଲିକ
ପର୍ଜଙ୍ଗ: ନୃସିଂହ ସାହୁ
ପାଲଲହଡ଼ା: ମୁକେଶ ପାଲ
ଛେଣ୍ଡିପଦା: ସୁଶାନ୍ତ ବେହେରା
ସୋନପୁର: ନିରଞ୍ଜନ ପୂଜାରୀ
ଲୋଇସିଂହା: ନିହାର ବେହେରା
ପାଟଣାଗଡ଼: ସରୋଜ ମେହେର
ବଲାଙ୍ଗୀର: କଳିକେଶ ସିଂହଦେଓ
ଟିଟିଲାଗଡ଼: ଟୁକୁନି ସାହୁ
ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ
ଉମରକୋଟ: ନବୀନା ନାଏକ
ବିଜେଡିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
[ad_2]