ବ୍ୟାସନଗର କଂଗ୍ରେସ ପକ୍ଷରୁ ପର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଜୀଙ୍କ ଜନ୍ମ ଦିବସ ପାଳନ – Ibnodisha
[ad_1]
ଯାଜପୁର : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ୭୯ ତମ ଜନ୍ମ ଦିବସ କୁ ବ୍ୟାସନଗରନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଥିଲା, ପ୍ରଥମେ ପୁଷମାଲ୍ୟ ଅର୍ପଣ କରି ଶ୍ରୀଯୁକ୍ତ ଗାନ୍ଧୀ ଙ୍କ ପ୍ରଧାନମନ୍ତ୍ରୀ ସମୟର ବିଭିନ୍ନ ଉନୟନମୂଳକ କାର୍ଯ୍ୟ ସହିତ, ଯୁବବର୍ଗ ଙ୍କୁ ୧୮ ବର୍ଷ ରେ ଭୋଟ ଅଧିକାର, ପଂଚାୟତ ବ୍ୟବସ୍ଥା ର ପୁନରବିନାଶ, ଡିଜିଟାଲ ବ୍ୟବସ୍ତା ଆରମ୍ଭ କରିବା,ବ୍ୟାଙ୍କ ମାନଙ୍କରେ ଏଟିଏମ ମାଧ୍ୟ୍ୟମରେ ପଇସା ଉଠାଣ,ପଡୋଶୀ ରାଷ୍ଟ୍ରମାନଙ୍କୁ ଶାନ୍ତିସେନା ପଠାଇ ସେମାନଙ୍କୁ ସୁରକ୍ଷା ଯୋଗାଇବା, ଆସାମ, ନାଗାଲାଣ୍ଡ, ମିଜୋରାମ ପ୍ରଭୁତି ପୂର୍ବାଞ୍ଚଳ ରାଜ୍ୟରେ ଶାନ୍ତି ସ୍ଥାପନ କରିବା ଆଦିକାର୍ଯ୍ୟ ଉପରେ ଉପସ୍ଥିତ କୋରେଇ, ବ୍ୟାସନଗର ଅଂଚଳ ର କଂଗ୍ରେସ ନେତା ଆଲୋକ ପାତ କରିବା ସହିତ ସ୍ମୁତି ଚାରଣ କରିଥିଲେ,, ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ମଲ୍ଲିକ, ଙ୍କ ସଭପତିତୌ ରେ ଅନୁଷ୍ଠିତ ସଭାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା, ରାଜ୍ୟ ଅଣସଙ୍ଘଠିତ ଶ୍ରମିକ କଂଗ୍ରେସ ଆବାହକ ବିଦ୍ୟାଧର ମହାନ୍ତି, ଜିଲ୍ଲାମହିଳା କଂଗ୍ରେସ ସଭାନେତ୍ରୀ ରିତାଶ୍ରୀ ମହାନ୍ତି, କାଉନସିଲର ରବୀନ୍ଦ୍ର ରାଉତ, ଭରତ ଓଝା, ଅରୁନ୍ଧତୀ ପରିଡା କୋରେଇ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଜେନା, ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ପ୍ରିୟଵତ ସାହୁ, ପୂର୍ବତନ ଉପନଗରପାଳ ପ୍ରମୋଦ ପରିଡା, ଜ୍ୟୋତି ସ୍ମିତା ରାଉତ, ଜାନକୀ ମଳିକ,ପ୍ରଭାତ ମହାପାତ୍ର, ସୁଧାନିଧି ମହାପାତ୍ର,ନାରାୟଣ ନାୟକ, ନିରଞ୍ଜନ ପରିଡା, ନୁରସିଙ୍ଘ ପହି, ରାଜକିଶୋର ପ୍ରଜ଼ଧାନ, ଦିଲୀପ ଜେନା, ସନ୍ତୋଷ ମହାନ୍ତି, କାଳନ୍ଦୀ ମଲ୍ଲିକ, ଆଲୋକ ପାତ୍ର, ବ୍ରଜକିଶୋର ସ୍ୱାଇଁ, ସୁରେନ୍ଦ୍ର ନାୟକ, ଗୋଲଖ ଜେନା,ଶ୍ୟାମସୁନ୍ଦର ଜେନା ପ୍ରଶାନ୍ତ ନାୟକ, ବିଶ୍ୱଜିତ ଦାସ ପ୍ରମୁଖ ଯୋଗଦେଇଥିଲେ
[ad_2]