ରାଜ୍ୟ

ତାତି ଛୁଇଁଲା ୪୦ – Ibnodisha

[ad_1]

sun

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ୪୦ ଛୁଇଁଲା ତାତି । ରାଜ୍ୟରେ ୫ଟି ସହରରେ ୪୦ ଛୁଇଁଲା ଆଜିର ସର୍ବୋଚ୍ଚ ତାପମାତ୍ରା । ଟିଟିଲାଗଡ, ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣା, ନୟାଗଡ ୪୦ ଛୁଇଁଲା ।

ପାରାଦ ଉପରମୁହାଁ; ୩୮ ଡିଗ୍ରୀ ଉପରେ୧୬ ସହରର ତାପମାତ୍ରା

The post ତାତି ଛୁଇଁଲା ୪୦ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button