IBN ଓଡ଼ିଶା ବ୍ୟୁରୋ

ଯଦି ୨୮ ବର୍ଷରୁ ଅଧିକ ଦିନ ଜଣେ ଯୁବତୀ କୁମାରୀ ରହିବେ, ତେବେ ନିଶ୍ଚିତ ଏହି ରୋଗର ଶିକାର ହେଇଯିବେ…

କିଛି କିଛି ସ୍ଥାନରେ ଦେଖିବାକୁ ମିଳିଥାଏ ଯୁବତୀମାନେ ବିଳମ୍ବରେ ବିବାହ କରିଥାନ୍ତି। ଏବଂ କିଛି ଯୁବତୀ ନିଜ ସାଙ୍ଗମାନଙ୍କର ବିବାହ ଦେଖି ଚିନ୍ତା ମଧ୍ୟ କରିଥାନ୍ତି ସେମାନେ କେବେ ବିବାହ କରିବେ। ତେବେ ଏକ ସର୍ବେରୁ ଜଣାପଡ଼ିଛିକି ୨୮ ବର୍ଷରୁ ଉର୍ଧ୍ଵ ଯୁବତୀମାନେ ଯଦି ଠିକ ସମୟରେ ବିବାହ ନ କରିଥାନ୍ତି ତେବେ ସେମାନେ ସବୁବେଳେ ମାନସିକ ଦୁଶ୍ଚି-ନ୍ତାରେ ରହିଥାନ୍ତି।

ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ ଓ ସାଇକଟିଷ୍ଟ ଜର୍ଣ୍ଣାଲଙ୍କ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ ୨୮ବର୍ଷରୁ ଉର୍ଧ୍ଵ ଯୁବତୀମାନେ କୁମାରୀ ରହିଲେ ସେମାନେ ମାନସିକ ଦୁଶ୍ଚିନ୍ତାର ଶି-କାର ହେଇଥାନ୍ତି। ଏବଂ ଏହି ଆଶଙ୍କା ୪୨ ପ୍ରତିଶତ ଯୁବତୀଙ୍କ କ୍ଷେତ୍ରରେ ଦେଖିବା ପାଇଁ ମିଳିଥାଏ

ଏବଂ ଯଦି କୌଣସି ପ୍ରେମ ସମ୍ବନ୍ଧରେ ରହିଥାନ୍ତି ଓ ତାଙ୍କ ପାର୍ଟନରଙ୍କର କୌଣସି କାରଣ ବଶତଃ ମୃ-ତ୍ୟୁ ହୁଏ ତେବେ ମଧ୍ୟ ଅଧିକ ସମୟ ଏକାକୀ ରହିବା ଦ୍ୱାରା ସେମାନେ ମାନସିକ ଦୁଶ୍ଚି-ନ୍ତାର ଶି-କାର ହେଇଥାନ୍ତି। ଏବଂ ଏପରି କ୍ଷେତ୍ରରେ ମାନ-ସିକ ଦୁଶ୍ଚି-ନ୍ତାର ପ୍ରଭାବ ୨୦ ପ୍ରତିଶତ ବଢ଼ିଯାଇଥାଏ।

ଏକ ସର୍ଭେରୁ ଏହା ଜଣାଯାଇଛିକି ବିବାହ ଓ ଡିମସିଆ ଉଭୟ ଙ୍କ ର ଗଭୀର ସମ୍ବନ୍ଧ ରହିଛି। କାରଣ ବିବାହ କରିବା ଦ୍ୱାରା ଯୁବତୀ କେବେ ହେଲେ ନିଜକୁ ଆଉ ଏକାକୀ ଭାବିନଥାନ୍ତି ଏବଂ ମାନ-ସିକ ଦୁ-ଶ୍ଚିନ୍ତା ନଥାଏ। ଏବଂ ଆମର ଜୀବନଶୈଳୀ ମଧ୍ୟ ଆମ ଉପରେ ଗଭୀର ରୂପରେ ପ୍ରଭାବ ପକାଇଥାଏ।

ଏକ ଗବେଷଣା ଆହୁରି ମଧ୍ୟ ଜଣାପଡିଛିକି ଏକାକୀ ରହୁଥିବା ଲୋକ ବହୁତ କମ ବୟସରେ ମୃ-ତ୍ୟୁବ-ରଣ କରିଥାନ୍ତି। ଡିମଏସିଆ ଏକ ଏପରି ରୋଗ ଅଟେ ଯାହାଦ୍ୱାରା ଆପଣ ସବୁ କିଛି ଭୁଲିବା ଆରମ୍ଭ କରିଥାନ୍ତି। ଆପଣଙ୍କର କୌଣସି କାର୍ଯ୍ୟରେ ମଧ୍ୟ ମନ ଲାଗିନଥାଏ ଏବଂ ଲୋକ ଏହି ରୋଗରେ ଚିନ୍ତାଶକ୍ତି ହଜେଇ ଦେଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button