ରାଜ୍ୟ

ମା’ କୁ ମାରି ପୁଅର ଆତ୍ମହତ୍ୟା ! – Ibnodisha

[ad_1]

ଅନୁଗୁଳ : ଘରୁ ମାଆର ରକ୍ତାକ୍ତ ଓ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର । ନାଲୋକ ଥାନା ବଳରାମପ୍ରସାଦ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗଳା କଟା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର କଲା ପୋଲିସ । ମାଆ ମୃତ ଦେହ ପାଖରୁ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button