ରାଜନୀତି

ବିଜେପିର ନିର୍ବାଚନ ଇସ୍ତିହାର କମିଟି – Ibnodisha

[ad_1]

ନୂଆଦିଲ୍ଲୀ : ୨୭ ଜଣିଆ ନିର୍ବାଚନ ଇସ୍ତିହାର କମିଟି ଘୋଷଣା କଲା ବିଜେପି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷ ଭାବେ ମନୋନୀତ । ନିର୍ମଳା ସୀତାରମଣ ଆବାହକ, ପୀୟୂଷ ଗୋଏଲ ସହ ଆବାହକ । ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ହିମନ୍ତ ବିଶ୍ୱକର୍ମା କମିଟି ସଦସ୍ୟ । ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ , ଧର୍ମେନ୍ଦ୍ର ପ୍ରଧାନ ବି ସଦସ୍ୟ ।

ବିଜେପି ନିର୍ବାଚନ ପରିଚାଳନା କମିଟି ବୈଠକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button